ETV Bharat / state

କେନ୍ଦୁଝର ସଦର ରେଞ୍ଜ ମୈଦାନକେଲରେ ହାତୀ ଉପଦ୍ରବ

କେନ୍ଦୁଝର ଜିଲ୍ଲାର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳର ଛେମୁଣ୍ଡିବିଲ ଓ ବାରଖଣ୍ଡା ଗାଁକୁ ଧସେଇ ପଶିଛନ୍ତି ୧୫ ରୁ ଊର୍ଦ୍ଧ୍ବ ବଣୁଆ ହାତୀ ପଲ । ଅଧିକ ଖବର ପଢନ୍ତୁ...

author img

By

Published : Dec 19, 2019, 9:57 AM IST

କେନ୍ଦୁଝର ସଦର ରେଞ୍ଜ ମୈଦାନକେଲରେ ହାତୀ ଉପଦ୍ରବ
କେନ୍ଦୁଝର ସଦର ରେଞ୍ଜ ମୈଦାନକେଲରେ ହାତୀ ଉପଦ୍ରବ

କେନ୍ଦୁଝର: ଜିଲ୍ଲାର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳର ଛେମୁଣ୍ଡିବିଲ ଓ ବାରଖଣ୍ଡା ଗାଁକୁ ଧସେଇ ପଶିଛନ୍ତି ୧୫ ରୁ ଊର୍ଦ୍ଧ୍ବ ବଣୁଆ ହାତୀ ପଲ । ହାତୀଙ୍କୁ ଦେଖି ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି । ହାତୀ ପଲଙ୍କୁ ଘଉଡେଇବାକୁ ଶହ ଶହ ଲୋକଙ୍କର ଭିଡ ଜମିଛି ।

ସେପଟେ ଖବର ପାଇ ହାତୀ ଉପରେ ନଜର ରଖିଛି ବନବିଭାଗ । ବର୍ତ୍ତମାନ ଧାନ କଟା ଚାଲିଥିବା ବେଳେ ହାତୀମାନେ ଫସଲ ଖାଇବା ସହ ନଷ୍ଟ କରୁଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ-ସଦର ରେଞ୍ଜ ମୈଦାନକେଲ ରେ ହାତୀ ଉପଦ୍ରବ
ଆଙ୍କର- କେନ୍ଦୁଝର ସଦର ରେଞ୍ଜର ମୈଦାନକେଲ ଅଞ୍ଚଳର ଛେମୁଣ୍ଡିବିଲ ଓ ବାରଖଣ୍ଡା ଗାଁ କୁ ଧସେଇ ପସିଛନ୍ତି ୧୫ ରୁ ଉର୍ଦ୍ଧ ବଣୁଆ ହାତୀ ପଲ । ହାତୀ ଙ୍କୁ ଦେଖି ଗାଁ ଲୋକ ଆତଙ୍କିତ ହୋଇପଡିଛନ୍ତି ।ହାତୀ ତଡିବାକୁ ଶହ ଶହ ଲୋକଙ୍କର ଭିଡ ଜମିଛି । ହାତୀ ଉପରେ ନଜର ରଖିଛ ବନବିଭାଗ । ବର୍ତ୍ତମାନ ଧାନ କଟା ଚାଲିଥିବା ବେଳେ ହାତୀମାନେ ଫସଲ ଖାଇବା ସହ ନଷ୍ଟ କରୁଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.