ETV Bharat / state

କେନ୍ଦୁଝରରେ ହାତୀ ଉପଦ୍ରବ

ତେଲକୋଇ ରେଞ୍ଜ ଅଧିନସ୍ଥ ବନବିହାରୀପୂର ଗାଁରେ ଦନ୍ତା ହାତୀ ଉପଦ୍ରଵ ଦେଖାଦେଇଛି । ଅଧିକ ପଢନ୍ତୁ...

elephant destroy farming in keunjhar
କେନ୍ଦୁଝରରେ ହାତୀ ଉପଦ୍ରବ
author img

By

Published : Mar 4, 2020, 12:32 PM IST

କେନ୍ଦୁଝର: ପୁଣି ହାତୀ ଉପଦ୍ରବ । ତେଲକୋଇ ରେଞ୍ଜ ଅଧିନସ୍ଥ ବନବିହାରୀପୁର ଗାଁରେ ଦନ୍ତା ହାତୀ ଉପଦ୍ରଵ ଦେଖାଦେଇଛି ।

କେନ୍ଦୁଝରରେ ହାତୀ ଉପଦ୍ରବ

ଦନ୍ତା ହାତୀଟି ଗ୍ରାମରେ ପଶି ପାଚେରୀ ଭାଙ୍ଗିବା ସହ କଦଳୀ ଗଛ, ବାଇଗଣ ଫସଲ ଖାଇ ନଷ୍ଟ କରିବା ସହ ବାଇକ ଓ ସ୍କୁଟିକୁ ଫିଙ୍ଗି ଭାଙ୍ଗି ଦେଇଥିବା ଜଣାପଡିଛି । ଏଥିସହ ହାତୀଟି ମଣ୍ଡିରେ ବିକ୍ରି ପାଇଁ ରଖା ଯାଇଥିବା ଧାନ ବସ୍ତା ମଧ୍ୟ ଖାଇଦେଇଥିବା ଜଣାପଡିଛି ।

ଏହି ଘଟଣା ପରେ ଉକ୍ତ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବାବେଳେ ବନବିଭାଗ ହାତୀ ଘଉଡାଇବା ତ ଦୂରର କଥା ହାତୀପଲଙ୍କ ଗତିବିଧି ଉପରେ ନଜର ରଖୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.