ETV Bharat / state

ହାତୀର ଗଳିତ ମୃତଦେହ ଉଦ୍ଧାର, ମାସେ ପୂର୍ବରୁ ମରିଥିବା ସନ୍ଦେହ - କେନ୍ଦୁଝର ଖବର

ଚମ୍ପୁଆ ରେଞ୍ଜ ନୁଣ ଗାଢିଆ ସ୍ଥିତ କାଶିଆ ଗାଁ ନିକଟ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଏକ ମାସ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ହାତୀର ଗଳିତ ମୃତଦେହ ଉଦ୍ଧାର, ମାସେ ପୂର୍ବରୁ ମରିଥିବା ସନ୍ଦେହ

author img

By

Published : May 5, 2020, 11:12 PM IST

କେନ୍ଦୁଝର: ମଙ୍ଗଳବାର ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ଚମ୍ପୁଆ ରେଞ୍ଜ ନୁଣ ଗାଢିଆ ସ୍ଥିତ କାଶିଆ ଗାଁ ନିକଟ ଜଙ୍ଗଲରେ ଏହି ଘଟଣା ଘଟିଛି । ଏକ ମାସ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି ।

elephant dead body rescued in Keonjhar
ହାତୀର ଗଳିତ ମୃତଦେହ ଉଦ୍ଧାର, ମାସେ ପୂର୍ବରୁ ମରିଥିବା ସନ୍ଦେହ

ବନ ବିଭାଗର କହିବାନୁସାରେ ପ୍ରାୟ ଏକ ମାସ ହେବ ହାତୀର ମୃତ୍ୟୁ ହୋଇଛି । ମଙ୍ଗଳବାର ଖବର ପାଇ ବନ ବିଭାଗ ସହ ଏକ ପଶୁ ଡାକ୍ତରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ହାତୀଟି କେଉଁ କାରଣରୁ ମରିଛି ତାହା ଜଣାପଡିନାହିଁ । ତେବେ ଏବେ ପ୍ରଶ୍ନ ଉଠୁଛି ବନ ବିଭାଗ ହାତୀଙ୍କ ପ୍ରତି କେତେ ଯତ୍ନବାନ । ହାତୀଙ୍କ ପ୍ରତି କିପରି ଧ୍ୟାନ ରଖାଯାଉଛି ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ମାସେ ହେଲା ହାତୀର ମୃତ୍ୟୁ ହୋଇଥିବା ବେଳେ ଏନେଇ କୌଣସି ଖବର ନପାଇବା ବନ ବିଭାଗର ଅପାରଗତାକୁ ଦର୍ଶାଉଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.