ETV Bharat / state

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ - 6 member

ସୋମବାର ଗର୍ଗଡ଼ବାହାଳ ଗ୍ରାମର ଗୋଟିଏ ପରିବାରର 6ଜଣ ସଦସ୍ୟ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଏହାପରେ ସମସ୍ତେ ଅସୁସ୍ଥ ହୋଇଥିବାର ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 1, 2019, 10:11 PM IST

କେନ୍ଦୁଝର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର 6 ଜଣ ଅସୁସ୍ଥ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଳକ ବଡ଼ ପଳାଶପାଳ ପଞ୍ଚାୟତ ଗର୍ଗଡ଼ବାହାଳ ଗ୍ରାମରେ । ତେବେ ସମସ୍ତ ୬ ଜଣ ଗୁରୁତରଙ୍କୁ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଦୁଇ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ସୂଚନା ଅନୁଯାୟୀ, ସୋମବାର ଦୁଇ ଜଣ ବୃଦ୍ଧା ବେହେରା ମୁଣ୍ଡା ଏବଂ ବୁଧୁନୀ ମୁଣ୍ଡା ଜଙ୍ଗଲକୁ ଯାଇ ବିଷାକ୍ତ ଛତୁ ଆଣିଥିଲେ । ଏହାପରେ ରୋଷେଇ କରି ଶାଶୁ, ଶ୍ବଶୁର, ଦୁଇ ବୋହୂ ଏବଂ ଦୁଇ ନାତୁଣୀ ମିଶି ଏକାଠି ଭାତ ସହ ଛତୁ ଖାଇଥିଲେ ।

ତେବେ କିଛି ସମୟ ପରେ ସେମାନଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ଖବର ପାଇ ବୃଦ୍ଧାଙ୍କ ବଡ ପୁଅ କାମରୁ ଫେରି ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ତେବେ ଦୁଇ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନଗ୍ରମ ପଞ୍ଚାୟତରେ ମାଡ଼ ଦୋକାନ ସ୍ଥାନାନ୍ତର ପାଇଁ ଦାବି ହୋଇଛି। ରାସ୍ତା କଡରେ ମାଡ଼ ଦୋକାନ ଥିବା ଯୋଗୁ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

Body:ପଞ୍ଚାୟତର ଫୁଲାଡି ଛକରେ ଥିବା ମଦ ଦୋକାନ ଯୋଗୁଁ ଛାତ୍ରଛାତ୍ରୀଙ୍କ ଉପରେ ଏହାର କୁପ୍ରଭାଵ ପକାଉଥିବା ଅଭିଯୋଗ ହୋଇଛି। ଏମିତିକି ସରକାରୀ ନିୟମକୁ ଉଲଙ୍ଘନ କରି ଦୋକାନ ମାଲିକ ରାସ୍ତା କଡରେ ଦୋକାନ କରିଛନ୍ତି। ବିଳମ୍ବିତ ରାତି ଯାଏ ଦୋକାନ ଖୋଲା ରହୁଥିବାରୁ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।

Conclusion:ଏ ସମ୍ପର୍କରେ ଗ୍ରାମବାସୀ ଓ ସରପଞ୍ଚ ବହୁବାର ଜିଲ୍ଲା ପ୍ରଶାସନକୁ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଆଗାମୀ ଦିନରେ ଏହାକୁ ନେଇ ସାମୁହିକ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଛି।
ବାଇଟ- ସର୍ବେଶ୍ୱର ମହାନ୍ତି(ସରପଞ୍ଚ)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.