ETV Bharat / state

ରଜ ଭୋଜି କରି ଜିଲ୍ଲା ବିଜେଡି ଉପସଭାପତି ଗିରଫ - ରଜ ଭୋଜି କରି ଜିଲ୍ଲା ବିଜେଡି ଉପସଭାପତି ଗିରଫ

ରାମଚନ୍ଦ୍ରପୁର ନିକଟ ଏକ ପଡିଆରେ ରବିବାର ରଜ ପର୍ବ ପାଇଁ ଭୋଜି ଭାତର ଆୟୋଜନ ହେଉଥିଲା । ଖବର ପାଇ ରାମଚନ୍ଦ୍ରପୁର ଓ ଘସିପୁରା ପୋଲିସ୍ ମିଳିତ ଭାବେ ଚଢାଉ କରି ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ଅକ୍ଷୟ ସାହୁଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି ।

District BJP vice-president arrested for Raj party
ରଜ ଭୋଜି କରି ଜିଲ୍ଲା ବିଜେଡି ଉପସଭାପତି ଗିରଫ
author img

By

Published : Jun 14, 2020, 7:51 PM IST

ଆନନ୍ଦପୁର: ରଜ ଭୋଜି କରି ଗିରଫ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି । ଘଟଣାରେ ତାଙ୍କ ସହ 4 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

District BJP vice-president arrested for Raj party
ରଜ ଭୋଜି କରି ଜିଲ୍ଲା ବିଜେଡି ଉପସଭାପତି ଗିରଫ

ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ନିକଟ ଏକ ପଡିଆରେ ରବିବାର ରଜ ପର୍ବ ପାଇଁ ଭୋଜି ଭାତର ଆୟୋଜନ ହେଉଥିଲା । ଖବର ପାଇ ରାମଚନ୍ଦ୍ରପୁର ଓ ଘସିପୁରା ପୋଲିସ୍ ମିଳିତ ଭାବେ ଚଢାଉ କରିଥିଲା । ଘଟଣାସ୍ଥଳରେ ଅନେକ ଲୋକ ଏକାଠି ହୋଇ ଭୋଜିର ଆୟୋଜନ କରୁଥିବା ବେଳେ ପୋଲିସ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ଅକ୍ଷୟ ସାହୁଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି ।

ତେବେ କୋରୋନା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କଡା କଟକଣା ଜାରି କରାଯାଇଥିବା ବେଳେ ଖୋଦ୍ ଶାସକ ଦଳର ନେତା ନିର୍ଦ୍ଦେଶକୁ ଅବମାନନା କରି ଭୋଜି ଭାତର ଆୟୋଜନରେ ସାମିଲ ହୋଇଥିଲେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.