ETV Bharat / state

କୋଭିଡ ପରିଚାଳନାରେ ଅବ୍ୟବସ୍ଥା, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଏସପି - କେନ୍ଦୁଝର କରୋନା ମୁକାବିଲା

କେନ୍ଦୁଝର ଜିଲ୍ଲାରେ ମଧ୍ୟ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ରୋଗୀ ମୃତ୍ୟୁ ଘଟଣା ଓ ସିସିସି ସେଣ୍ଟର ଗୁଡିକରେ ଅନିୟମିତତା ନେଇ ଅଭିଯୋଗ ହେଉଛି । ଏହି ଅବ୍ୟବସ୍ଥା ସୁଧାରିବା ପାଇଁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ 15 ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ଦେଇ ଦାବି କରିଛି ।

ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଏସପି
ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଏସପି
author img

By

Published : May 18, 2021, 5:03 PM IST

କେନ୍ଦୁଝର: କୋରୋନାର ଦ୍ବିତୀୟ ଲହରରେ ବହୁ ଲୋକଙ୍କ ଜୀବନହାନି ହେଉଛି । ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ହସ୍ପିଟାଲ ଓ ସିସିସି ସେଣ୍ଟର ମାନ ନିର୍ମାଣ କରାଯାଇଛି । କିନ୍ତୁ ଏହି ସିସିସି ସେଣ୍ଟର ଓ କୋଭିଡ ହସ୍ପିଟାଲ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ହେଉଛି ।

କୋଭିଡ ପରିଚାଳନାରେ ଅବ୍ୟବସ୍ଥା; ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ବିଏସପି

କେନ୍ଦୁଝର ଜିଲ୍ଲାରେ ମଧ୍ୟ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ରୋଗୀ ମୃତ୍ୟୁ ଘଟଣା ଓ ସିସିସି ସେଣ୍ଟର ଗୁଡିକରେ ଅନିୟମିତତା ନେଇ ଅଭିଯୋଗ ହେଉଛି । ଏହି ଅବ୍ୟବସ୍ଥା ସୁଧାରିବା ପାଇଁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ 15 ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ଦେଇ ଦାବି କରିଛି ।

ଏହା ସହ ଗରିବ ଲୋକଙ୍କ ପାଇଁ ଏହି ଲକଡାଉନ ସମୟରେ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଦାବି କରିଛି ବହୁଜନ ସମାଜବାଦୀ ପାର୍ଟି । ଏନେଇ ଆଜି ବହୁଜନ ସମାଜବାଦୀ ପାର୍ଟି କେନ୍ଦୁଝର ଜିଲ୍ଲା ଶାଖା ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.