ETV Bharat / state

ଦେଓଗାଁ ବନାଞ୍ଚଳରେ ହରିଣର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - deer death

ଦେଓଗାଁ ବନାଞ୍ଚଳ ଦରଡ଼ିପାଳ ଗ୍ରାମ ନିକଟରୁ ଏକ ହରିଣର ମୃତ ଦେହ ଉଦ୍ଧାର। କିନ୍ତୁ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି। ଅଧିକ ପଢନ୍ତୁ..

deer-death-in-anandapura
deer-death-in-anandapura
author img

By

Published : May 15, 2020, 3:38 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଦେଓଗାଁ ବନାଞ୍ଚଳ ଦରଡ଼ିପାଳ ଗ୍ରାମ ନିକଟରୁ ଏକ ହରିଣର ମୃତଦେହ ଉଦ୍ଧାର । କିନ୍ତୁ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ମଧ୍ୟ ଅସ୍ପଷ୍ଟ ରହିଛି। ଗ୍ରାମବାସୀଙ୍କ ଠାରୁ ଖବର ପାଇଁ ବନବିଭଗ ପହଞ୍ଚି ହରିଣର ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁଛି।

deer-death-in-anandapura

ସୂଚନା ଅନୁଯାୟୀ ହରିଣଟି ପଡ଼ୋଶୀ ଯାଜପୁର ଜିଲ୍ଲା ଟମକା ଜଙ୍ଗଲରୁ ଆସି ଦରଡ଼ିପାଳ ନିକଟରେ ଏକ ଖାଲରେ ପଡି ମୃତ୍ୟୁ ହୋଇଥିବା ଅନୁମାନ କରୁଛି ବନବିଭାଗ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.