ETV Bharat / state

୧୭ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ସ୍ଥାନାନ୍ତରଣ କଲା କେନ୍ଦୁଝର ପ୍ରଶାସନ

ବାତ୍ୟା ମୁକାବିଲା କରିବାପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଅଧିକ ପଢନ୍ତୁ...

author img

By

Published : May 26, 2021, 11:44 AM IST

ବାତ୍ୟା ୟସ: ୧୭ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁସ୍ଥାନାନ୍ତର କଲା କେନ୍ଦୁଝର ପ୍ରଶାସନ

କେନ୍ଦୁଝର: ବାତ୍ୟା ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଆଜି ଦିନ ୧୧ଟା ସୁଦ୍ଧା ୧୭ ହଜାର ୪୯୫ ଜଣ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି । ଆଶ୍ରୟସ୍ଥଳରେ ସ୍ଥାନାନ୍ତର ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।

ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ମାର୍ଗଦର୍ଶିକା ସମଗ୍ର ଜିଲ୍ଲାବାସୀ ମାନିବାକୁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.