ETV Bharat / state

ଗାଇଡଲାଇନ ମାନୁନି କୋଭିଡ ହସ୍ପିଟାଲ, ଅଭିଯୋଗ ଆଣିଲା ବିଜେପି - କୋଭିଡ ପରିଚାଳନା

ଆନନ୍ଦପୁରଠାରେ ଥିବା କୋଭିଡ ହସ୍ପିଟାଲରେ କୋଭିଡଗାଇଡ ଲାଇନର ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୋଭିଡ ହସ୍ପିଟାଲ ମାନୁନି କୋଭିଡ ଗାଇଡଲାଇନ, ଅଭିଯୋଗ ଆଣିଲା ବିଜେପି

author img

By

Published : May 17, 2021, 3:27 PM IST

ଆନନ୍ଦପୁର: ଜିଲ୍ଲାର ଆନନ୍ଦପୁର ଠାରେ ଥିବା କୋଭିଡ ହସ୍ପିଟାଲରେ କୋଭିଡ ଗାଇଡଲାଇନର ବ୍ୟତିକ୍ରମ ହୋଇଥିବା ଅଭିଯୋଗ ହୋଇଛି ।

କୋଭିଡ ହସ୍ପିଟାଲ ମାନୁନି କୋଭିଡ ଗାଇଡଲାଇନ, ଅଭିଯୋଗ ଆଣିଲା ବିଜେପି

ତେବେ କୋଭିଡ ପରିଚାଳନାରେ ତ୍ରୁଟି, ଚିକିତ୍ସାରେ ଅବହେଳା, ଅକ୍ସିଜେନର ଅଭାବ ଓ ଅକ୍ସିଜେନ ସିଲିଣ୍ଡରରେ ଖୁବ୍ କମ୍ ଅକ୍ସିଜେନ ଥିବାର ଭଳି ଗୁରୁତର ସମସ୍ୟାକୁ ନେଇ ଆଜି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ବିଜେପି ସମ୍ପାଦକ ତଥା ସହାୟତା କେନ୍ଦ୍ରର ଦାୟିତ୍ବରେ ଥିବା ଇଂ ଦୀପକ ଜେନା ଆନନ୍ଦପୁର ସବ୍ ଡିଭିଜନ ଚିକିତ୍ସା ଅଧିକାରୀ ଧନେଶ୍ଵର ସେଠୀଙ୍କୁ ଏନେଇ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ତେବେ ଏହି ସବୁ ସମସ୍ୟା ଉପରେ ଗୁରୁତ୍ବ ଦେଇ ତୁରନ୍ତ ସମାଧାନ କରିବାକୁ ଅନୁରୋଧ କରିଥିଲେ ଇଂ ଦୀପକ ଜେନା ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.