ETV Bharat / state

ସନ୍ଦିଗ୍ଧ କୋରୋନା ଆକ୍ରାନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି - corona-virus

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସନ୍ଦିଗ୍ଧ କୋରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଜଣେ ସେନା କର୍ମଚାରୀ ହୋଇଥିବା ବେଳେ ସେ ଅଣ୍ଡାମାନରେ କାର୍ଯ୍ୟରତ ଥିଲେ।

ସନ୍ଦିଗ୍ଧ କରୋନା ଆକ୍ରାନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ

author img

By

Published : Mar 4, 2020, 4:40 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ଜଣଙ୍କ ଜଣେ ସେନା କର୍ମଚାରୀ ହୋଇଥିବା ବେଳେ ସେ ଅଣ୍ଡାମାନରେ କାର୍ଯ୍ୟରତ ଥିଲେ।

ସନ୍ଦିଗ୍ଧ କରୋନା ଆକ୍ରାନ୍ତ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ

ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମଧ୍ୟପୁର ଗ୍ରାମର ରାଧାକାନ୍ତ ମହାନ୍ତ । ସେ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। ହରିଚନ୍ଦନପୁର ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କୁ ସନ୍ଦିଗ୍ଧ ଭାବି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା। ମାତ୍ର ପ୍ରାଥମିକ ଚିକିତ୍ସା ପରେ ସେ ଆକ୍ରାନ୍ତ ହୋଇନଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

ଏହାପରେ ତାଙ୍କୁ ତାଙ୍କ ଗାଁକୁ ପଠାଇ ଦିଆଯାଇଛି । ସନ୍ଦିଗ୍ଧ କୋରୋନା ପାଇଁ କିଛି ସମୟ ଜିଲ୍ଲା ଚିକିତ୍ସାଳୟ ପରିସରରେ ଆତଙ୍କ ଖେଳିଯାଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.