ETV Bharat / state

10 ଦଫା ଦାବି ନେଇ ଠିକାଦାର ସଂଘ ପକ୍ଷରୁ ଧାରଣା

author img

By

Published : Nov 28, 2019, 2:53 AM IST

ଆନନ୍ଦପୁରରେ ଠିକାଦାର ସଂଘ ପକ୍ଷରୁ 10 ଦଫା ଦାବି ପୂରଣ ନିମନ୍ତେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା । ଦାବି ପୂରଣ ନହେଲେ ଅର୍ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଠିକାଦାର ସଂଘ ।

contractors-association-of-anandpur-protest-in-front-of-govt-office
ଫଟୋ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର : ରାଜ୍ୟ ନିଖିଳ ଓଡିଶା ଠିକାଦାର ମହାସଂଘର ଧାରଣା । କେନ୍ଦୁଝର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ଆନନ୍ଦପୁର ଠାରେ ଥିବା ବିଭିନ୍ନ ସରକାରୀ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଆନନ୍ଦପୁର

ରାଜ୍ୟ ନିଖିଳ ଓଡିଶା ଠିକାଦାର ସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ରାଜ୍ୟର ସମସ୍ତ ଅଫିସ ସମ୍ମୁଖରେ ଧରଣା ଦିଆଯାଇଛି । ଆନନ୍ଦପୁର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣାରେ ଦିଆଯାଇଛି । ସେମାନଙ୍କର ମୁଖ୍ୟ ଦାବି ଗୁଡିକ ହେଲା ୨୦୧୪ ସ୍ଥିରୀକୃତ ସିଡ୍ୟୁଲ ରେଟର ୨୦୧୯ ମୂଲ୍ୟ ଭିତ୍ତିରେ ପୂର୍ଣ୍ଣ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକର ତୁରନ୍ତ ପ୍ରଚଳନ ଏବଂ ଓଡିଶା ସରକାରଙ୍କର ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସଂପୂର୍ଣ୍ଣ ପ୍ରତ୍ୟାହାର ।

ଏହି ଭଳି ୧୦ ଦଫା ଦାବିନେଇ ଠିକାଦାରମାନେ ଧାରଣାରେ ବସିରହିଛନ୍ତି । ଠିକାଦାର ମାନଙ୍କର ଦାବି ଗୁଡିକ ଯେ ପର୍ଯ୍ୟନ୍ତ ସରକାର ପୂରଣ କରିନାହାଁନ୍ତି ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିରହିବେ ବୋଲି କହିଛନ୍ତି ଆନ୍ଦୋଳନକାରୀ ମାନେ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:ଆନନ୍ଦପୁର
ଆଙ୍କର-ରାଜ୍ୟ ନିଖିଳ ଓଡିଶାଠିକାଦାର ମହାସଂଘ ପଷରୁ ୧୦ ଦଫା ଦାବିନେଇ ଆଜିଠୁ ସମସ୍ତ ଅଫିସ ସମୁଖରେ ଧରଣା ଚାଲିଥିବାବେଲେ ସେହିପରି କେନ୍ଦୁଝର ଜିଲ୍ଲା ଠିକାଦାର ସଂଘ ପଷରୁ ଆନନ୍ଦପୁର ଠାରେ ଥିବା ବିଭିନ୍ନ ସରକାରି ଅଫିସ ସମୁଖରେ ଧାରଣା ଦେଇଛନ୍ତି । ତେବେ ତାକଂର ଦାବି ଗୁଡିକ ହେଲା..
୧- ୨୦୧୪ ସ୍ଥିରିକୁତ ସିଡୁଲ ରେଟର ୨୦୧୯ ମୁଲ୍ୟ ଭିତ୍ତିରେ ପୁର୍ନ ଆକଳନ
2 -ଭାରତ ସରକାରକଂର ଷ୍ଟାଣ୍ଡାର୍ଡ ଡାଟା ବୁକର ତୁରନ୍ତ ପ୍ରଚଳନ
୩- ଓଡିଶା ସରକାରକଂର ବିଭିନ୍ନ କାର୍ଯ୍ୟରେ ୧୪.୯୯ର ସଂପୂର୍ଣ୍ଣ ପ୍ରତ୍ୟାହାର ପରି ୧୦ ଦଫା ଦାବିନେଇ ଧାରଣାରେ ବସିରହିଛନ୍ତି ଠିକାଦାରମାନେ ାତେବେ ତାକଂର ଦାବି ଗୁଡିକ ଯେପଯ୍ୟନ୍ତ ସରକାର ପୁରଣ ନକରିଛନ୍ତି ଧାରଣ ଅନିର୍ଦ୍ଧିଷ୍ଟକାଳ ପଯ୍ୟନ୍ତ ଧାରଣାରେ ବସିରହିବ ବୋଲିକହିଛନ୍ତି ଆନ୍ଦୋଳନ ରତ ଠାକାଦାର ମାନେ।
ବାଇଟି-ସୁରେନ୍ଦ୍ର ଭୁଁଆ
Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.