ETV Bharat / state

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ନ୍ୟାୟ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା - ପଶୁ ଡାକ୍ତରରାଣୀ ପ୍ରିୟଙ୍କା ରେଡ୍ଡିଙ୍କୁ ଗଣଦୁଷ୍କର୍ମ

ହାଇଦ୍ରାବାଦ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା ଦେଶରେ ଆଲୋଡନ ସୃଷ୍ଟି କରିଛି । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦେଶସାରା ଦାବି କରାଯାଉଥିବା ବେଳେ କେନ୍ଦୁଝରରେ ଏବିଭିପି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।

candel march done by ABVP  in keonjhar
ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Nov 30, 2019, 9:58 PM IST

କେନ୍ଦୁଝର: ହାଇଦ୍ରାବାଦରେ ଲଜ୍ଜା । ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା ଦେଶରେ ଆଲୋଡନ ସୃଷ୍ଟି କରିଛି । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦେଶସାରା ଦାବି କରାଯାଉଥିବା ବେଳେ କେନ୍ଦୁଝରରେ ଏବିଭିପି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ପୋଲିସ ଏ ଘଟଣାରେ ଚାରିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ବର୍ବର ହତ୍ୟାକାଣ୍ଡକୁ ବିରୋଧ କରି ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ପକ୍ଷରୁ ଏକ ପ୍ରତିବାଦ ଯାତ୍ରା କରାଯାଇଥିଲା ।

ସନ୍ଧ୍ୟାରେ ଶତାଧିକ ବିଦ୍ୟାର୍ଥୀ ପରିଷଦ କର୍ମୀ ସ୍ଥାନୀୟ ଲାବଣ୍ୟ ଭବନ ଛକ ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ପ୍ରିୟଙ୍କା ରେଡଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏବିଭିପି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରାBody:ଆଙ୍କର- ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଭେଟେନାରି ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ହତ୍ୟା କରାଯାଇଛି । ତାଙ୍କୁ କିଛି ଦୁର୍ବୁତ୍ତ ଗଣଧର୍ଷଣ ପରେ ନିର୍ଦୟ ଭାବେ ପୋଡି ମାରିଥିଲେ । ପୋଲିସ ଏନେଇ ଚାରିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ନିର୍ଦୟ ହତ୍ୟାକାଣ୍ଡ ବିରୁଦ୍ଧରେ ସାରା ଭାରତରେ ପ୍ରତିବାଦର ସ୍ୱର ଉତ୍ତୋଳନ ହେଉଛି । ମୃତକଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ଦାବି ହେଉଛି । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ପକ୍ଷରୁ ଏକ ପ୍ରତିବାଦ ଯାତ୍ରା କରାଯାଇଥିଲା । ସନ୍ଧ୍ୟାରେ ଶତାଧିକ ବିଦ୍ୟାର୍ଥୀ ପରିଷଦ କର୍ମୀ ସ୍ଥାନୀୟ ଲାବଣ୍ୟ ଭବନ ଛକ ଠାରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ପ୍ରିୟଙ୍କା ଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.