ETV Bharat / state

ବଜେଟ୍ 2019: ‘ଜଲ ଜୀବନ ମିଶନ’କୁ କେନ୍ଦୁଝରବାସୀଙ୍କ ପ୍ରଶଂସା - keonjhar

ଆଜି ଲୋକସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌କୁ ନେଇ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦୁଝରବାସୀ । ଚଳିତ ଥର ବଜେଟକୁ ଏକ ବୈପ୍ଲବିକ ଓ ଯୁଗାନ୍ତକାରୀ ବଜେଟ ବୋଲି ମତ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 5, 2019, 9:58 PM IST

କେନ୍ଦୁଝର: ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଲୋକସଭାରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ । ଚଳିତ ଥର ବଜେଟକୁ ନେଇ ସାରା ଦେଶରୁ ମିଶ୍ରିତ ପତିକ୍ରିୟା ଆସିବାରେ ଲାଗିଛି । କେନ୍ଦ୍ରସରକାରଙ୍କ ଜଲ ଜୀବନ ମିଶନକୁ ତାରିଫ କରିଛନ୍ତି କେନ୍ଦୁଝରବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

‘ହର ଘର ଜଲ’ ପଦକ୍ଷେପକୁ ଯୁଗାନ୍ତକାରୀ ବୋଲି ମଧ୍ୟ କହିଛନ୍ତି ଜିଲ୍ଲାବାସୀ । ଗ୍ରାମାଞ୍ଚଳ ମାନଙ୍କରେ ପାନୀୟ ଜଳ ସମସ୍ୟା ଉତ୍କଟ ଥିବା ବେଳେ ଜଲ ଜୀବନ ମିଶନ ଦ୍ବାରା ଲୋକଙ୍କୁ ପାନୀୟ ଜଳ ମିଳିପାରିବ ବୋଲି ଜିଲ୍ଲାବାସୀ ଖୁସି ବ୍ୟକ୍ତ କରିଛନ୍ତି ।

ସେହିପରି 35 କୋଟି ପରିବାରକୁ ଏଲଇଡି ବଲ୍‌ବ ଯୋଗାଇ ଦିଆଯିବା ଘୋଷଣାକୁ ବୈପ୍ଲବିକ ପଦକ୍ଷେପ ବୋଲି କହିଛନ୍ତି । ଏହାଦ୍ବାରା କମ୍‌ ଖର୍ଚ୍ଚରେ ଲୋକେ ଲାଭବାନ ହୋଇପାରିବେ ବୋଲି ମତପ୍ରକାଶ ପାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:

dfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.