ETV Bharat / state

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ସଜବାଜ - Three-tier panchayat elections

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ ଦେଓଗାଁ ମଣ୍ଡଳ ବଳରାମପୁର ପଞ୍ଚାୟତ ସରେଇ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଅଧିକ ପଢନ୍ତୁ...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

author img

By

Published : Jul 28, 2021, 7:42 AM IST

ଆନନ୍ଦପୁର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେପିର ବୈଠକ । ଭାରତୀୟ ଜନତା ପାର୍ଟି ଘଷିପୁରା ନିର୍ବାଚନ ମଣ୍ଡଳୀ ଘଷିପୁରା ବ୍ଲକ ଦ୍ଵାରା ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ ଦେଓଗାଁ ମଣ୍ଡଳ ବଳରାମପୁର ପଞ୍ଚାୟତ ସରେଇ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ମଙ୍ଗଳବାର ଜିଲ୍ଲା ବିଜେପି ସମ୍ପାଦକ ଦୀପକ ଜେନାଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ତଥା ଏହି ଜୋନର ପୁର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଆକାଶ ସାହୁଙ୍କ ନେତୃତ୍ବରେ ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର,ପୂର୍ବତନ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ଜେନା ଆଦି ଉପସ୍ଥିତ ରହି ସାଙ୍ଗଠନିକ ଆଲୋଚନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀରେ କାର୍ଯ୍ୟ କରୁଥିବା ଅନେକ ଯୁବକ ଆନୁଷ୍ଠାନିକ ଭାବେ ଜିଲ୍ଲା ସଭାପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.