ETV Bharat / state

କେନ୍ଦୁଝର ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ବାଜିମାତ

author img

By

Published : May 28, 2022, 2:07 PM IST

୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ଶାସକ ଦଳ ବାଜିମାତ କରିଛି । ବିଜେଡି ପ୍ରାର୍ଥୀ ରଣଜିତ ନାଏକ ୧୩୧୧୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଅଧିକ ପଢ଼ନ୍ତୁ

bjd wins in keonjhar 8th number zone zilla parishad by election
କେନ୍ଦୁଝର ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡିର ବାଜିମାତ

କେନ୍ଦୁଝର: ୮ନଂ ଜୋନ ଜିଲ୍ଲା ପରିଷଦ ଉପନିର୍ବାଚନରେ ଶାସକ ଦଳ ବାଜିମାତ କରିଛି । ବିଜେଡି ପ୍ରାର୍ଥୀ ରଣଜିତ ନାଏକ ୧୩୧୧୮ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଗତକାଲି କେନ୍ଦୁଝର ଜିଲ୍ଲା ୮ନଂ ଜୋନରେ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହୋଇଥିଲା ।

ଆଜି ଘଟଗାଁ ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା ହୋଇଛି । ବିଜୟୀ ପ୍ରାର୍ଥୀ ରଣଜିତ ୧୮୨୪୦ ଭୋଟ ପାଇଥିବାବେଳେ ନିକଟତର ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ୫୧୨୨ ଖଣ୍ଡ ଭୋଟ ପାଇଛନ୍ତି । ଜିଲ୍ଲା ପରିଷଦ ଆସନ ହାତେଇବା ପରେ ବିଜେଡି ଶିବିରରେ ଉତ୍ସବର ମାହୋଲ ରହିଛି । କେନ୍ଦୁଝର ଜିଲ୍ଲାରେ ୩୭ଟି ଜିଲ୍ଲା ପରିଷଦ ଆସନରୁ ୩୪ ସଂଖ୍ୟାରେ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.