ETV Bharat / state

ଧାରଣାରେ ବସିଲେ ବଦ୍ରି ପାତ୍ର

ଘସିପୁରା ନିର୍ବାଚନ ମଣ୍ଡଳୀର ସାନପଦନାର ୧୭୬ ନଂ ବୁଥରେ ପୋଲିସ ସମସ୍ତଙ୍କୁ ବାହାର କରିବା ପ୍ରତିବାଦରେ ଧାରଣା ଦେଇଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ।

author img

By

Published : Apr 23, 2019, 12:33 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ଘସିପୁରା ନିର୍ବାଚନ ମଣ୍ଡଳୀର ସାନପଦନାର ୧୭୬ ନଂ ବୁଥରେ ପୋଲିସ ସମସ୍ତଙ୍କୁ ବାହାର କରିବା ପ୍ରତିବାଦରେ ଧାରଣା ଦେଇଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର । ତେବେ ରାମଚନ୍ଦ୍ରପୁର ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ସ୍ବାଇଁଙ୍କ ବୁଝାସୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ପରେ ବଦ୍ରି ପାତ୍ର ଧାରଣାରୁ ଉଠିଥିଲେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଏଠାରେ ବର୍ତ୍ତମାନ ସ୍ବାଭାବିକ ଭାବେ ଭୋଟ ଗ୍ରହଣ ହେଉଥିବା ଜଣାପଡିଛି ।

ଆନନ୍ଦପୁରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

fgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.