ETV Bharat / state

ଘସିପୁରାରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ, ରୋଗୀଙ୍କୁ ଫଳ ବାଣ୍ଟିଲା ବିଜେଡି

author img

By

Published : Mar 5, 2020, 4:56 PM IST

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ସାଇଁକୁଳ ପ୍ରବାଦ ପୁରୁଷ ବିଜୁବାବୁଙ୍କ 104 ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ ସଭାପତିଙ୍କ ନେତୃତ୍ବରେ ସାଇଁକୁଳ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଅଧିକ ପଢନ୍ତୁ...

biju-babu-104th-birth-anniversarry-celebrate-at-ghasipura-block-of-keonjhar
ଘସିପୁରା ବ୍ଲକରେ ବିଜୁବାବୁଙ୍କ 104 ତମ ଜୟନ୍ତୀ ପାଳିତ

ଆନନ୍ଦପୁର: ପ୍ରବାଦ ପୁରୁଷ ବିଜୁବାବୁଙ୍କ 104 ତମ ଜୟନ୍ତୀ । ଘସିପୁରା ବ୍ଲକ ସାଇଁକୁଳ ଠାରେ ବିଜୁ ଜନତା ଦଳ ବ୍ଲକ ସଭାପତିଙ୍କ ନେତୃତ୍ବରେ ଆୟୋଜିତ ସଭାରେ ବହୁସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ସାଇଁକୁଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଘସିପୁରା ବ୍ଲକ ସଭାପତି ମନ୍ମଥ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ଏହି ସଭାରେ ବହୁ ବିଜେଡି କର୍ମୀ ଯୋଗଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ । ଏହାପରେ ବିଜୁ ବାବୁଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ। ଏହି ପରିପ୍ରେକ୍ଷିରେ ସାଇଁକୁଳ ମେଡିକାଲରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.