ETV Bharat / state

ଜମିବାଡି ବିବାଦକୁ ନେଇ ପୁତୁରାର ବଡମା'ଙ୍କ ଉପରେ ମରଣାନ୍ତକ ଆକ୍ରମଣ

author img

By

Published : Dec 10, 2019, 6:19 PM IST

କେନ୍ଦୁଝରର ଘସିପୁରା ଥାନା ଭାଟିସିରା ଗାଁରେ ଜମିବାଡି ବିବାଦକୁ ନେଇ ପୁତୁରାର ମରଣାନ୍ତକ ଆକ୍ରମଣରେ ବଡ ମା' ଗୁରୁତର।

attack
attack

ଆନନ୍ଦପୁର: ପୁତୁରାର ମରଣାନ୍ତକ ଆକ୍ରମଣରେ ବଡମା' ଗୁରୁତର । କେନ୍ଦୁଝରର ଘସିପୁରା ଥାନା ଅଧିନସ୍ଥ ଭାଟିସିରା ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଜମିବାଡି ବିବାଦକୁ ନେଇ ହୋଇଥିବା ମରଣାନ୍ତକ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ପୁତୁରାର ମରଣାନ୍ତକ ଆକ୍ରମଣରେ ବଡମା' ଗୁରୁତର

ଘସିପୁରା ଥାନା ଅଧିନସ୍ଥ ଭାଟିସିରା ଗାଁର ବୁଦ୍ଧଦେବ ଓଝାଙ୍କ ସ୍ତ୍ରୀ ପାଗଳି ଓଝା ଆଜି ସକାଳୁ ନିଜ ଘର ସାମ୍ନାରେ ଠିଆ ହୋଇଥିବା ବେଳେ ତାଙ୍କ ପୁତୁରା ଚନ୍ଦନ ହଠାତ ଏକ ଧାରୁଆ କାତିରେ ଆକ୍ରମଣ କରିଥିଲା | ପୂର୍ବରୁ ଥିବା ଜମିବାଡି ବିବାଦକୁ ନେଇ ଏପରି ଆକ୍ରମଣ ହୋଇଛି | ପରିବାର ଲୋକଙ୍କ ଦ୍ବାରା ଘସିପୁରା ଥାନାରେ ଏନେଇ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରହିଛି|

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Anandapur
ଆଙ୍କର-ପୁତୁରା ର ମରଣାନ୍ତକ ଆକ୍ରମଣ ରେ ବଡ଼ମା ଗୁରୁତର ।ଘସିପୁରା ଥାନା ଭାଟିସିରା ଗାଁ ରେ ଜମିବାଡି ବିବାଦ କୁ ନେଇ ମରଣାନ୍ତକ ଆକ୍ରମଣ ରେ ଜଣେ ମହିଳା ଗୁରୁତର ହୋଇଛନ୍ତି | ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି | ଘସିପୁରା ଥାନା ଭାଟିସିରା ଗାଁ ର ବୁଦ୍ଧଦେବ ଓଝା ଙ୍କ ସ୍ତ୍ରୀ ପାଗଳି ଓଝା ଆଜି ସକାଳୁ ନିଜ ଘର ସାମ୍ନା ରେ ଠିଆ ହୋଇଥିବା ବେଳେ ତାଙ୍କ ପୁତୁରା ଚନ୍ଦନ ହଠାତ ଏକ ଧାରୁଆ କତା ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ | ପୂର୍ବରୁ ଥିବା ଜମିବାଡ଼ି ବିବାଦ କୁ ନେଇ ଚନ୍ଦନ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି | ପରିବାର ଲୋକଙ୍କ ଦ୍ୱାରା ଘସିପୁରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ର ତଦନ୍ତ ଜାରି ରହିଛି |Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.