ETV Bharat / state

'ଅମ୍ଫାନ' ପ୍ରଭାବ: ଆନନ୍ଦପୁର ଉପଖଣ୍ଡରେ ନାହାଁନ୍ତି ଓଡ୍ରାଫ ଟିମ, ରାସ୍ତା ସଫାରେ ବିଳମ୍ବ - amphan effect

ଆନନ୍ଦପୁର ଉପଖଣ୍ଡରେ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ରମ୍ପାସ ପଞ୍ଚାୟତରେ ଅନେକ ବଡ ଗଛ ଭାଙ୍ଗିବା ସହିତ ବିଦ୍ୟୁତତାର ଛିଡ଼ିଯାଇଛି । କେନ୍ଦୁଝର ଜିଲ୍ଲାକୁ କୌଣସି ଓଡ୍ରାଫ ଟିମ ଦିଆ ଯାଇନଥିବାରୁ ଉଦ୍ଧାର କାର୍ଯ୍ୟ କିମ୍ବା ଗଛ ସଫା କରିବା କାର୍ଯ୍ୟରେ ବିଳମ୍ବିତ ହେଉଛି ।

'ଅମ୍ଫାନ' ପ୍ରଭାବ: ଆନନ୍ଦପୁର ଉପଖଣ୍ଡରେ ନାହାଁନ୍ତି ଓଡ୍ରାଫ ଟିମ, ରାସ୍ତା ସଫାରେ ବିଳମ୍ବ

author img

By

Published : May 20, 2020, 5:01 PM IST

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଅମ୍ଫାନ ବାତ୍ୟାର ପ୍ରଭାଵ ଦେଖିବାକୁ ମିଳିଛି । ହାଟଡିହି ବ୍ଲକର ରମ୍ପାସ ପଞ୍ଚାୟତରେ ଅନେକ ବଡ ଗଛ ଭାଙ୍ଗିବା ସହିତ ବିଦ୍ୟୁତତାର ଛିଡ଼ିଯାଇଛି । ଗଛଗୁଡିକ ଭାଙ୍ଗି ଘର ଉପରେ ପଡିବାରୁ ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ କେନ୍ଦୁଝର ଜିଲ୍ଲାକୁ କୌଣସି ଓଡ୍ରାଫ ଟିମ ଦିଆ ଯାଇନଥିବାରୁ ଉଦ୍ଧାର କାର୍ଯ୍ୟ କିମ୍ବା ଗଛ ସଫା କରିବା କାର୍ଯ୍ୟରେ ବିଳମ୍ବିତ ପରିଲକ୍ଷିତ ହେଉଛି । ତେବେ ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆ ଯାଇଥିବା କହୁଛନ୍ତି ପ୍ରଶାସନିକ ଅଧିକାରୀ ।

'ଅମ୍ଫାନ' ପ୍ରଭାବ: ଆନନ୍ଦପୁର ଉପଖଣ୍ଡରେ ନାହାଁନ୍ତି ଓଡ୍ରାଫ ଟିମ, ରାସ୍ତା ସଫାରେ ବିଳମ୍ବ

ବୁଧବାର ସକାଳୁ ବର୍ଷା ସହିତ ଖୁବ୍‌ ଜୋର୍‌ରେ ପବନ ବହୁ ଥିବାରୁ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଛନ୍ତି । ତେବେ ହାଟଡିହି ବ୍ଲକଟି ଭଦ୍ରକ ଜିଲ୍ଲାର ନିକଟତର ହୋଇଥିବାରୁ ବାତ୍ୟାର ପ୍ରଭାବ ଟିକିଏ ଅଧିକ ଅନୁଭୂତ ହେଉଥିବା ଜଣାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.