ETV Bharat / state

ହାଜତରେ କଏଦୀର ଆତ୍ମହତ୍ୟା,ତଦନ୍ତ ଆରମ୍ଭ - ସ୍ତ୍ରୀକୁ ପିଟିପିଟି ହତ୍ୟା

କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ହାଜତରେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।

ହାଜତରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା, ତଦନ୍ତ ଆରମ୍ଭ
author img

By

Published : Nov 21, 2019, 3:25 PM IST

କେନ୍ଦୁଝର: ଜିଲ୍ଲା ବଡ଼ବିଲ ଥାନା ହାଜତରେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ହାଜତରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା, ତଦନ୍ତ ଆରମ୍ଭ

ସୂଚନାନୁଯାୟୀ, ଗତ ୧୮ ତାରିଖରେ କେନ୍ଦୁଝର ସେଡିଂ ବସ୍ତିରେ ରହୁଥିବା ସୁରେଶ ନାଏକ ତା ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ସୁରେଶକୁ ବଡ଼ବିଲ ପୋଲିସ ଗିରଫ କରିଥିଲା । ସେ ହାଜତରେ ଥିବା ସମୟରେ ଆଜି ( ଗୁରୁବାର) ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରେ ତାଙ୍କୁ ବଡ଼ବିଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ତଦନ୍ତ କରିବା ପାଇଁ IUCAWର ଏଏସପିଙ୍କୁ ଦାୟିତ୍ବ ଦେଇଥିବା କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଜେଲ ହାଜତରେ ଆତ୍ମହତ୍ୟା ଅଭିଯୋଗ, ତଦନ୍ତ ଆରମ୍ବBody:
ଆଙ୍କର-କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ହାଜ଼ତରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ ହୋଇଥିଲା। ଗୁରୁତ୍ତର ଅଭିଯୁକ୍ତକୁ ବଡ଼ବିଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଭିଯୁକ୍ତର ମୃତ୍ୟୁ ହୋଇଛି। ଗତ ୧୮ ତାରିଖରେ ସେଡିଂ ବସ୍ତିରେ ରହୁଥିବା ସୁରେଶ ନାଏକ ତା ସ୍ତ୍ରୀ କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ସୁରେଶ କୁ ବଡ଼ବିଲ ପୋଲିସ ଗିରଫ କରିଥିଲା। ସେ ହାଜତ ରେ ଥିବା ସମୟରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରୁଛି ପୋଲିସ । ଏହାକୁ ତଦନ୍ତ କରିବା ପାଇଁ IUCAW ର ଏଏସପି ଙ୍କୁ ଦାୟିତ୍ୱ ଦେଇଥିବା ଏସପି ପ୍ରକାଶ କରିଛନ୍ତି ।
ବାଇଟ- ମିତ୍ରଭାନୁ ମହାପାତ୍ର ( ଏସପି , କେନ୍ଦୁଝର )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.