ETV Bharat / state

100 ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ ଜବତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ଗ୍ରାମରୁ 100ରୁ ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ ଜବତ ହୋଇଛି। ସୂଚନାକ୍ରମେ ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଆସି ଘଟଣାର ତଦନ୍ତ ଚଳାଇଛନ୍ତି।

author img

By

Published : Feb 12, 2019, 2:08 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପରୁ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବେଲବାହାଳି ଗ୍ରାମରୁ ଜବତ ହୋଇଛି 100ରୁ ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ। ସ୍ଥାନୀୟ ଲୋକେ ଏକ ଗଛ ତଳେ ପଡିଥିବା ନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଚିକିତ୍ସାଧିକାରୀଙ୍କ ସୂଚନାକ୍ରମେ ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଆସି ଘଟଣାର ତଦନ୍ତ କରୁଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର
undefined

ଏହି ମେଡିସିନଗୁଡିକ ବିଦ୍ୟାଳୟର ପିଲାଙ୍କୁ ଦେବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଥିସହ ଏହି ମେଡିସିନ ଗୁଡିକର ଅବଧି ସରିନଥିବାର ମଧ୍ୟ କହିଛନ୍ତି ତଦନ୍ତକାରୀ। ସେପଟେ ଏହାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:Body:

100 ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ ଜବତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବେଲବାହାଳି ଗ୍ରାମରୁ ଜବତ ହୋଇଛି 100ରୁ ଊର୍ଦ୍ଧ୍ବ ମେଡିସିନ ଷ୍ଟ୍ରିପ । ପ୍ରଥମେ ସ୍ଥାନୀୟ ଲୋକେ ଏକ ଗଛ ତଳେ ପଡିଥିବା ନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଅଧିକାରୀଙ୍କୁ ସୂଚନା ଦେଇଥିଲେ । ଚିକିତ୍ସାଧିକାରୀଙ୍କ ସୂଚନାକ୍ରମେ ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଓ କର୍ମଚାରୀ ଆସି ଘଟଣାର ତଦନ୍ତ କରିଛନ୍ତି ।

ଏହି ମେଡିସିନଗୁଡିକ ବିଦ୍ୟାଳୟର ପିଲାମାନଙ୍କୁ ଦେବା ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିସହ ଏହି ମେଡିସିନ ଗୁଡିକର ଅବଧି ସରିନଥିବାର ମଧ୍ୟ କହିଛନ୍ତି ତଦନ୍ତକାରୀ ।

ସେପଟେ ଏହାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।   

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.