ETV Bharat / state

ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା

ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ଜେଲରେ ସଜା କାଟୁଥିବା ବିଚାରଧୀନ କଏଦୀ ଆତ୍ମହତ୍ୟା କରିଛି । ମୃତ କଏଦୀ ଜଣକ ହେଲେ ପ୍ରଦୀପ ବେହେରା । ଆତ୍ମହତ୍ୟା ନେଇ ଜେଲ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ବିଚାରଧୀନ କଏଦୀର ଆତ୍ମହତ୍ୟା
author img

By

Published : Nov 18, 2019, 10:35 PM IST

କେନ୍ଦୁଝର: ଜେଲ ଭିତରେ ଵିଚାରଧୀନ କଏଦୀର ଆତ୍ମହତ୍ୟା ଅଭିଯୋଗ । ଦୁଷ୍କର୍ମ ଅଭିଯୋଗରେ କେନ୍ଦୁଝର ଜେଲରେ ସଜା କାଟୁଥିବା କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ହେଲେ ପ୍ରଦୀପ ବେହେରା । ଆତ୍ମହତ୍ୟା ନେଇ ଜେଲ ପକ୍ଷରୁ ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ବିଚାରଧୀନ କଏଦୀର ଆତ୍ମହତ୍ୟା

ସୂଚନା ଅନୁସାରେ, ସୋମବାର ସଂଧ୍ୟା ସମୟରେ ପ୍ରଦୀପ ଜେଲ ଗୃହରେ ଏକାକୀ ଥିଲେ । ଏହି ସମୟରେ ଜେଲ ଗୃହରେ ଥିବା ଫ୍ୟାନରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଗତ ଜୁନ ମାସରୁ ପ୍ରଦୀପ ଏକ ଦୁଷ୍କର୍ମ ମାମଲାରେ ବିଚାରଧୀନ କଏଦୀ ଥିଲେ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ଜେଲ ଭିତରେ ଵିଚାରଧୀନ କଏଦୀର ଆତ୍ମହତ୍ୟାBody:ଏକ ଧର୍ଷଣ ଅଭିଯୋଗରେ ଵିଚାରଧୀନ ଥିବା କଏଦୀ ଜେଲ ଗୃହରେ ଆଜି ସନ୍ଧ୍ୟାରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ସେ ଗୃହ ଭିତରେ ଫ୍ୟାନରେ ଟାଙ୍ଗି ହେଇ ଆତ୍ମହତ୍ୟା କରିଛି । ତାର ପରିଚୟ ପ୍ରଦୀପ ବେହେରା ବୋଲି ଜଣା ପଡିଥିବାବେଳେ ଗତ ଜୁନ ମାସରୁ ଏକ ଧର୍ଷଣ ମାମଲାରେ ବିଚାରଧୀନ ଥିଲା । ଏହି ଆତ୍ମହତ୍ୟା ନେଇ ଜେଲ ପକ୍ଷରୁ ଟାଉନ ଥାନାରେ କେଶ ରୁଜୁ କରାଯାଇଛି । ଖବର ସଂଗ୍ରହ ସୁଦ୍ଧା ମୃତ ଦେହ କୁ ଜେଲ ହଜାତ ରୁ ବାହାରକୁ ଅଣା ଯାଇ ନଥିଲା ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.