ETV Bharat / state

ଚାଉଳ ପାଇଁ ଯାଇ ନଦୀରେ ଭାସିଗଲେ ବ୍ୟକ୍ତି - କେନ୍ଦୁଝରରେ ନଦୀରେ ଭାସିଯାଇ ଜଣଙ୍କର ମୃତ୍ୟୁ

କେନ୍ଦୁଝରରେ ନଦୀରେ ଭାସିଯାଇ ଜଣଙ୍କର ମୃତ୍ୟୁ । ପୋଲିସର ତଦନ୍ତ ଜାରି । ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ । ଅଧିକ ପଢନ୍ତୁ....

a man drowned in kendujhar
ନଦୀରେ ଭାସିଯାଇ ଜଣଙ୍କର ମୃତ୍ୟୁ
author img

By

Published : Sep 2, 2020, 12:14 PM IST

ଆନନ୍ଦପୁର: ନଦୀରେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି କେନ୍ଦୁଝର କନ୍ତୋ ଗାଁର ମଦନ ମୋହନ ମୁଣ୍ଡା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଗତ ରବିବାର ସନ୍ଧ୍ୟାରେ ମୂଷଳ ନଦୀ ପାର ହୋଇ ଚାଉଳ ପାଇଁ କନ୍ତୋ ନୂଆ ସାହିକୁ ଆସିଥିଲେ ସେ । ସେଠାରୁ ନିଜ ଘର ପାଇଁ ଚାଉଳ ନେଇ ପୁଣି ନଦୀ ପାର ହେଉଥିବା ସମୟରେ ଭାସିଯାଇଥିଲେ । ପରିବାର ଲୋକମାନେ ବହୁ ଖୋଜାଖୋଜି କରିଥିଲେ ।

ନଦୀରେ ଭାସିଯାଇ ଜଣଙ୍କର ମୃତ୍ୟୁ

ମଙ୍ଗଳବାର କନ୍ତୋ ବଗିଚା ପାଖରେ ଏକ ବୁଦା ନିକଟରେ ତାଙ୍କ ମୃତଦେହ ଲାଗିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରକୁ ବ୍ୟବଛେଦ ପାଇଁ ପଠାଇଛି । ତେବେ, ମଦନଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.