ETV Bharat / state

ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣ ମୃତ, ତଦନ୍ତ ଆରମ୍ଭ - ଉଦ୍ଧାର ହରିଣ ମୃତ

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରରୁ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ଏକ ହରିଣର ମୃତ୍ୟୁ। ଅଧିକ ଖବର ପଢନ୍ତୁ...

A male deer
ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର ହରିଣର ମୃତ୍ୟୁ, ବନବିଭାଗର ତଦନ୍ତ ଆରମ୍ଭ
author img

By

Published : Apr 7, 2020, 3:41 PM IST

କେନ୍ଦୁଝର: ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମସିଣାବିଲା ଗ୍ରାମର ଲୋକମାନେ ଏକ ହରିଣକୁ ଉଦ୍ଧାର କରିିଥିଲେ । ହରିଣଟି କ୍ଷତାକ୍ତ ଅବସ୍ଥାରେ ଗ୍ରାମ ମଧ୍ୟକୁ ପଶି ଆସିଥିଲା ।ତେବେ ଗ୍ରାମବାସୀ ହରିଣଟିକୁ ଉଦ୍ଧାର କରି ଜଙ୍ଘିରା ବନବିଭାଗକୁ ହସ୍ତାନ୍ତର କରିଥିଲେ ।

A male deer
A male deer

ବନବିଭାଗ ପକ୍ଷରୁ ହରିଣର ଚିକିତ୍ସା ପରେ କାଳିଆହତା-ରଙ୍ଗମାଟିଆ ମଧ୍ୟବର୍ତ୍ତୀ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା । ହରିଣଟି ଅଧିକ ଭୟଭୀତ ଥିବାରୁ ହୃଦଘାତରେ ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବ୍ୟବଚ୍ଛେଦ ରିପୋର୍ଟ ପରେ ହରିଣଟିର ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.