ETV Bharat / state

ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ଦାନ ସଂଗ୍ରହ ଅଭିଯାନ - founding collection

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ଦାନ ସଂଗ୍ରହ
ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ଦାନ ସଂଗ୍ରହ
author img

By

Published : Jan 18, 2021, 2:50 PM IST

ଆନନ୍ଦପୁର: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଳିଆମେଣ୍ଟା ମଣ୍ଡଳରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ନିଧି ସଂଗ୍ରହ ଆରମ୍ଭ ହୋଇଯାଇଛି ।

ଶ୍ରୀରାମଙ୍କ ମନ୍ଦିର ନିମନ୍ତେ ଦାନ ସଂଗ୍ରହ

ଏଥିରେ ହିନ୍ଦୁ ପରିଷଦର ସ୍ୱୟଂସେବକ ଦୀପକ ଜେନାଙ୍କ ନେତୃତ୍ୱରେ ଗ୍ରାମ ପରିକ୍ରମା କରି ନିଧି ସଂଗ୍ରହ କରାଯାଉଛି । ଏହି ମଣ୍ଡଳ ସମସ୍ତ ଗ୍ରାମରେ ନିଧି ସଂଗ୍ରହ କରିବ ବୋଲି କହିଛନ୍ତି ସ୍ୱୟଂସେବକ ଦୀପକ ଜେନା । ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ନିମନ୍ତେ ସ୍ୱହସ୍ତରେ ଦାନ କରୁଥିବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ଗ୍ରାମବାସୀ । ମନ୍ଦିର ନିର୍ମାଣରେ କିଛି ପରିମାଣର ନିଜକୁ ସାମିଲ କରିପାରୁଥିବାରୁ ନିଜକୁ ବେଶ୍ ଗର୍ବିତ ମନେ କରୁଛନ୍ତି ଗାଁ ଲୋକେ । ଯାହା ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି ବୋଲି କହିଛନ୍ତି ଗ୍ରାମବାସୀ ଦିଲ୍ଲୀପ କୁମାର ଜେନା ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.