ETV Bharat / state

ଅଳ୍ପେକ ବର୍ତ୍ତିଲା ଜୀବନ, ବିଦ୍ୟୁତ ଆଘାତରେ 4 ଗୁରୁତର

ଅଳ୍ପକେ ବର୍ତ୍ତିଲା 4 ଅମୂଲ୍ୟ ଜୀବନ । ବିଦ୍ୟୁତ ତାରରୁ ଶୁଖା ହୋଇଥିବା ଲୁଗା ଆଣିବାକୁ ଯାଇ 3 ଶିଶୁ ସମେତ ଯୁବତୀ ଆହତ । ଅଧିକ ପଢ଼ନ୍ତୁ...

author img

By

Published : Oct 23, 2020, 2:50 PM IST

3 child and one girl injured due to electric shock
ଅଳ୍ପେକ ବର୍ତ୍ତିଲା ଜୀବନ, ବିଦ୍ୟୁତ ଆଘାତରେ 4 ଗୁରୁତର

ଆନନ୍ଦପୁର: ବିଦ୍ୟୁତ ତାରରେ ଲୁଗା ଶୁଖାଇବା ପଡିଲା ମହଙ୍ଗା । ଆସନ୍ନ ମୃତ୍ୟରୁ ଅଳ୍ପକେ ବର୍ତ୍ତଲା 4 ଜୀବନ । ବିଦ୍ୟୁତ ତାରରୁ ଶୁଖା ଯାଇଥିବା ଲୁଗା ଆଣିବାକୁ ଯାଇ ତିନି ଶିଶୁ ସମେତ ଯୁବତୀ ଆହତ । ଆନନ୍ଦପୁର ଉପଖଣ୍ତ ସୋସୋ ଥାନା ହରଡବାଡି ଗାଁରେ ଶୁକ୍ରବାର ଘଟିଛି ଏଭଳି ଅଘଟଣ । ଆହତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ବରଡବାଡି ଗାଁର ବାଘରାଇ ସୋରେନଙ୍କ ଘରକୁ ସଂଯୋଗ ହୋଇଥିବା ବିଦ୍ୟୁତ ତାରରେ ପରିବାର ଲୋକେ ଲୁଗା ସୁଖାଇଥିଲେ । 4 ବର୍ଷର ଝିଅ ଲୁଗାଗୁଡିକୁ ତୋଳିବାକୁ ଯାଇଥିବା ବେଳେ ହଠାତ୍ ତାର ଛିଡି ଯିବାରୁ ବିଦ୍ୟୁତ ଆଘାତ ପାଇ ଝିଅଟି ତାର ସହ ଲାଖି ରହିଥିଲା । ପାଖରେ ଥିବା ଭଉଣୀ ପୋଲୀ ଓ ପିଉସୀ ସୁମିତ୍ରା ଝିଅଟିକୁ ଉଦ୍ଧାର କରିବାକୁ ଯାଇ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ପିଉସି ସୁମିତ୍ରା ୨ ବର୍ଷର ପୁତୁରାକୁ କାଖରେ ଧିରି ଥିବାରୁ ତାକୁ ମଧ୍ୟ କରେଣ୍ଟ ଲାଗିଛି । ସମସ୍ତ ଆହତଙ୍କୁ ପରିବାର ଲୋକେ ଅଗ୍ନିଶମ ବିଭାଗର ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି ।

ଆନନ୍ଦପୁରରୁ ସ୍ମୁତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.