ETV Bharat / state

ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା; 20 ଆହତ, 5 ଗୁରୁତର - ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା

କାଞ୍ଜିପାଣି ଘାଟିରେ ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏଥିସହିତ 5 ଜଣଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା କେନ୍ଦୁଝର
author img

By

Published : Oct 13, 2019, 11:23 AM IST

କେନ୍ଦୁଝର: କାଞ୍ଜିପାଣି ଘାଟିରେ ସଡକ ଦୁର୍ଘଟଣା । ଟ୍ରକ-ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି । lତେବେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

bus-truck accident at keonjhar
ଆହତ ଯାତ୍ରୀ

ସୂଚନାନୁସାରେ, ଅମ୍ବିକା ନାମକ ଏକ ଘରୋଇ ବସ୍‌ ଅନୁଗୋଳରୁ ରାଇରଙ୍ଗପୁର ଯାଉଥିଲା । ଏହି ସମୟରେ ବସ୍‌ଟି ଏକ ମାଲବାହୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବସ୍‌ରେ ଥିବା 20 ଜଣ ଯାତ୍ରୀ ଏଥିରେ ଆହତ ହୋଇଥିଲେ । ଖବର ପାଇ କାଞ୍ଜିପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଓ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ବର୍ତ୍ତମାନ 5 ଜଣ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା କେନ୍ଦୁଝର

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:ସ୍ଲଗ- କାଞ୍ଜିପାଣି ଘାଟିରେ ଟ୍ରକ ବସ ମୁହାଁ ମୁହିଁ,୨୦ ଆହତ, ୫ ଗୁରୁତର
ଆଙ୍କର- ଆଜି କାଞ୍ଜିପାଣି ଘାଟିରେ ଏକ ଦୁର୍ଘଟଣା ଘଟିଛି । ଏକ ଅମ୍ବିକା ନାମକ ବସ ସହ ମାଲବାହି ଟ୍ରକ ମୁହାଁ ମୁହିଁ ହୋଇଛି । ଫଳରେ ବସରେ ବସିଥିବା ୨୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଥିବା ଜଣା ପଡ଼ିଛି । ସମସ୍ତଙ୍କୁ କାଞ୍ଜିପାଣି ପୋଲିସ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିବା ଜଣାପଡିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.