ETV Bharat / state

ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ, ଆତ୍ମହତ୍ୟା ସନ୍ଦେହ

author img

By

Published : Feb 12, 2022, 3:58 PM IST

Updated : Feb 12, 2022, 4:04 PM IST

କେନ୍ଦ୍ରାପଡାରେ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ । ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ, ଆତ୍ମହତ୍ୟା ସନ୍ଦେହ
ମାଲବାହୀ ଟ୍ରେନ ଧକ୍କାରେ ଯୁବକ ମୃତ, ଆତ୍ମହତ୍ୟା ସନ୍ଦେହ

କେନ୍ଦ୍ରାପଡା: ମାଲବାହୀ ଟ୍ରେନ ଦୁର୍ଘଟଣାରେ ଯୁବକ ମୃତ । ପାରାଦ୍ବୀପରୁ ହରିଦାସପୁର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା । ମୃତଦେହ ଜବତ କରି ପୋଲିସର ତଦନ୍ତ ଜାରି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଆଜି ସକାଳ ପ୍ରାୟ ୧୧:୩୦ ସମୟରେ କେନ୍ଦ୍ରାପଡାର କଜଳା ନିକଟରେ ପାରାଦୀପରୁ ହରିଦାସପୁର ଅଭିମୁଖେ ଆସୁଥିବା ଏକ ମାଲବାହୀ ଟ୍ରେନ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ନାମ ହରିଶ୍ଚନ୍ଦ୍ର ବେହେରା(ମକରା) ଏବଂ ତାଙ୍କ ଘର କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ବଡ଼ହାଟ ଅଞ୍ଚଳରେ । ଅନ୍ୟପଟେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ କେନ୍ଦ୍ରାପଡା ସଦର ପୋଲିସ ଏବଂ ରେଲୱେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Feb 12, 2022, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.