ETV Bharat / state

2 ସ୍କୁଲ ଛାତ୍ରୀଙ୍କୁ ଅପହରଣ ଘଟଣା: ଛାତ୍ରୀ ଉଦ୍ଧାର, ଅଭିଯୁକ୍ତ ଅଟକ - ଲିପ୍ଟ ଦେବା ବାହାନାରେ ସ୍କୁଲ ଛାତ୍ରୀଙ୍କୁ ଅପହରଣ

ଲିଫ୍ଟ ଦେବା ବାହାନାରେ ସ୍କୁଲ ଛାତ୍ରୀଙ୍କୁ ଅପହରଣ । ରାସ୍ତାରୁ ଗ୍ରାମବାସୀଙ୍କ ଦ୍ବାରା ଅପହୃତା 2 ଜଣ ଛାତ୍ରୀ ଉଦ୍ଧାର।

ଲିଫ୍ଟ ବାହାନାରେ 2 ସ୍କୁଲ ଛାତ୍ରୀଙ୍କୁ ଅପହରଣ
author img

By

Published : Oct 15, 2019, 4:19 PM IST

କେନ୍ଦ୍ରାପଡା: ଦୁଇ ସ୍କୁଲ ଛାତ୍ରୀଙ୍କୁ ଅପହରଣ ଘଟଣା । ଅପହୃତା 2 ଛାତ୍ରୀଙ୍କୁ ପଟ୍ଟାମୁଣ୍ଡାଇ କ୍ଷେତ୍ରପାଳ ଗ୍ରାମବାସୀଙ୍କ ଦ୍ବାରା ଉଦ୍ଧାର କରାଯାଇଛି । ସ୍କୁଟି ସହ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚିଛି ପଟ୍ଟାମୁଣ୍ଡାଇ ପୋଲିସ ।

ଖବର ଅନୁଯାୟୀ, ସ୍କୁଲ ଯାଉଥିବା ସମୟରେ ସେମାନଙ୍କୁ ଅଧା ବାଟରେ ଜଣେ ଯୁବକ ସ୍କୁଟିରେ ଲିଫ୍ଟ ଦେଇଥିଲା । ଅପହୃତା ଛାତ୍ରୀ 2 ଜଣ ପଟ୍ଟାମୁଣ୍ଡାଇ ଚୂନଡିହ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଛି ।

ତେବେ ସ୍କୁଲ ଯିବା ସମୟରେ ୨ ଛାତ୍ରୀଙ୍କୁ ଅପହରଣ ହୋଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ଅପହୃତା ଛାତ୍ରୀ 2 ଜଣ ତୃତୀୟ ଓ ପଞ୍ଚମ ଶ୍ରେଣୀରେ ପଢୁଛନ୍ତି । ଛାତ୍ରୀ ଦ୍ବୟ ହେଲେ ବେଲତଳ ବଙ୍ଗାଳିପଡା ଗାଁର ଅର୍ଣ୍ଣପୂର୍ଣା ମଣ୍ଡଳ ଓ ଅନିତା ବାରିକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Breaking-ପଟ୍ଟାମୁଣ୍ଡାଇ ଚୁନଡିହ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ ଛାତ୍ରୀଙ୍କୁ ବିଦ୍ୟାଳୟ ଯିବା ସମୟରେ ଅପହରଣ ଅଭିଯୋଗ। ସ୍କୁଲ ଯାଉଥିବା ସମୟରେ ଅଧା ବାଟରେ ଜଣେ ଯୁବକ ସ୍କୁଟିରେ ୨ ଛାତ୍ରୀଙ୍କୁ ଅପହରଣ କରିଥିବା ପରିବାର ପକ୍ଷରୁ ଥାନା ଅଭିଯୋଗ। ଛାତ୍ରୀଦ୍ବୟ ହେଲେ ବେଲତଳ ବଙ୍ଗାଳିପଡା ଗାଁର ଅର୍ଣ୍ଣପୂର୍ଣା ମଣ୍ଡଳ ଓ ଅନିତା ବାରିକ ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.