ETV Bharat / state

ଦୀର୍ଘ ବର୍ଷ ପରେ କେନ୍ଦ୍ରାପଡ଼ାରେ ଗଡିବ ଟ୍ରେନ, ମାଲବାହୀ ଟ୍ରେନ ଚଳାଚଳକୁ ବିରୋଧ - କେନ୍ଦ୍ରାପଡ଼ା

ସ୍ୱାଧୀନତାର 73ବର୍ଷ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଚଳାଚଳ କରିବ ଟ୍ରେନ। ଶୁକ୍ରବାର ହରିଦାସପୁରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ମାଲବାହୀ ଟ୍ରେନ ଆସୁଥିବା ଯୋଗୁ ଜିଲ୍ଲାବାସୀଙ୍କ ରେଳ ଦେଖିବାର ବହୁଦିନର ପ୍ରତୀକ୍ଷା ଶେଷ ହେବ ।

train transport start  in kendrapara
ଦୀର୍ଘ ବର୍ଷ ପରେ କେନ୍ଦ୍ରାପଡ଼ାରେ ଗଡିବ ଟ୍ରେନ
author img

By

Published : Jul 31, 2020, 3:15 PM IST

କେନ୍ଦ୍ରାପଡା: ସ୍ୱାଧୀନତାର 73ବର୍ଷ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟ ଦେଇ ଚଳାଚଳ କରିବ ଟ୍ରେନ। ଶୁକ୍ରବାର ହରିଦାସପୁରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ମାଲବାହୀ ଟ୍ରେନ ଆସୁଥିବା ଯୋଗୁ ଜିଲ୍ଲାବାସୀଙ୍କ ରେଳ ଦେଖିବାର ବହୁଦିନର ପ୍ରତୀକ୍ଷା ଶେଷ ହେବ ।

ଅପରପକ୍ଷରେ ଆମ୍ବ ଦେଖାଇ ଆମ୍ବଡା ଖାଇବା ନୀତି ବିରୋଧରେ ଅର୍ଥାତ ଜିଲ୍ଲାର 43 କିଲୋମିଟର ରାସ୍ତାଦେଇ ଯିବାକୁ ଥିବା ରେଳଗାଡିରେ କେବଳ ମାଲ ପରିବହନ ହେବାକୁ ଥିବାରୁ ଜିଲ୍ଲାବାସୀ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ଦୀର୍ଘ ବର୍ଷ ପରେ କେନ୍ଦ୍ରାପଡ଼ାରେ ଗଡିବ ଟ୍ରେନ

ଶୁକ୍ରବାର କେନ୍ଦ୍ରାପଡ଼ା ନୂଆଗାଁ ଷ୍ଟେସନ ନିକଟ ରେଳଧରଣା ଉପରେ ବିଜେଡି ଦଳର କିଛି କର୍ମୀ ଓ ସାଧାରଣ ଲୋକ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାସେଞ୍ଜର ଟ୍ରେନ ଗଡ଼ିବା ନେଇ ଦାବି କରିଛନ୍ତି । ଯଦି ପାସେଞ୍ଜର ଟ୍ରେନ ନାହିଁ ତେବେ ମାଲବାହୀ ଗାଡି ଫେରାଇ ନେବାକୁ ଦାବି କରିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.