ETV Bharat / state

କେନ୍ଦ୍ରାପଡାରେ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ, ଟିକା ନେବେ ୩ ହଜାରରୁ ଉର୍ଦ୍ଧ୍ବ - କେନ୍ଦ୍ରାପଡା ନ୍ୟୁଜ

ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ । କେନ୍ଦ୍ରାପଡା ଜିଲ୍ଲାର ମୋଟ ୩୫୩୫ ଜଣ କୋରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡାରେ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ, ଟିକା ନେବେ ୩୫୩୫

author img

By

Published : Feb 6, 2021, 1:54 PM IST

କେନ୍ଦ୍ରାପଡା: ଆରମ୍ଭ ହୋଇଛି ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ। କେନ୍ଦ୍ରାପଡା ଜିଲ୍ଲାର ରାଜସ୍ବ, ସହରାଞ୍ଚଳ ଓ ପୋଲିସ ବିଭାଗ କର୍ମଚାରୀ ଭଳି ସମ୍ମୁଖ ଯୋଦ୍ଧମାନଙ୍କୁ ଟୀକାକରଣ କରାଯିବା ପାଇଁ ଡାଟାବେଶ ପ୍ରସ୍ତୁତ କରାଯାଇଛି। ଜିଲ୍ଲାର ମୋଟ ୩୫୩୫ ଜଣ କୋରୋନା ଯୋଦ୍ଧାମାନଙ୍କୁ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ।

କେନ୍ଦ୍ରାପଡାରେ ଦ୍ଵିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ, ଟିକା ନେବେ ୩୫୩୫

ସ୍ଥାନୀୟ ଉର୍ଦ୍ଦୁ ଲାଇବ୍ରେରୀରେ ରାଜସ୍ବ ଓ ସହରାଞ୍ଚଳ କର୍ମଚାରୀମାନେ ଟିକା ନେଉଥିବା ବେଳେ ଏସପିଙ୍କ କାର୍ଯ୍ୟାଳୟରେ ଗୃହ ବିଭାଗ କର୍ମଚାରୀମାନେ ଟିକା ନେଉଛନ୍ତି।

ଜିଲ୍ଲାର ୧୧ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.