କେନ୍ଦ୍ରାପଡ଼ା: ମହାମାରୀ କୋରୋନା ପାଇଁ ଆସନ୍ତା 17 ତାରିଖ ଠାରୁ 31 ତାରଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଏହି ସମୟରେ ପର୍ଯ୍ୟଟକଙ୍କ ଗସ୍ତ ଉପରେ ଅଙ୍କୁଶ ଲଗାଯାଇଛି । ଏହାର ସୂଚନା ଦେଲେ ଜିଲ୍ଲା ବନବିଭାଗ ଅଧିକାରୀ ବିକାଶ ରଞ୍ଜନ ଦାସ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ