ETV Bharat / state

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କେନ୍ଦ୍ରାପଡା ଗସ୍ତ - କେନ୍ଦ୍ରାପଡାରେ ମହିଳା ଆୟୋଗ ଶିବିର ଅଦାଲତ

କେନ୍ଦ୍ରାପଡାରେ ମହିଳା ଆୟୋଗ ଶିବିର ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୋଟ 42ଟି ମାମଲା ବିଚାର କରାଯାଇଥିଲା ।

state-women-comissioner-visit-kendrapada-district
ଫଟୋ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Nov 27, 2019, 5:09 PM IST

କେନ୍ଦ୍ରାପଡା: ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତୀ ବେହେରାଙ୍କ କେନ୍ଦ୍ରାପଡା ଗସ୍ତ । ଜିଲ୍ଲାରେ ମହିଳା ଆୟୋଗ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଆଇନଗତ ମାମଲା ଗୁଡିକର ଫଇସଲା କରାଯାଇଥିଲା ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମହିଳା କମିଶନଙ୍କର ଏକ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୪୨ ଟି ମାମଲା କୋର୍ଟରେ ବିଚାର କରାଯାଇଥିଲା । ବିଶେଷ କରି ପାରିବାରିକ ହିଂସା ଓ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଜନିତ ମାମଲାର ଶୁଣାଣି କରାଯାଇଥିଲା l ମହିଳା କମିଶନ ଅଧ୍ୟକ୍ଷା ଉପସ୍ଥିତ ରହି ବିଭିନ୍ନ ମାମଲାର ଶୁଣାଣି କରି ସମାଧାନ କରିଥିଲେ l ତେବେ କେତେକ ମାମଲାରେ ଉଭୟ ପକ୍ଷଙ୍କୁ ଧାର୍ଯ୍ୟ ସମୟ ପରେ ପୁନର୍ବାର କମିଶନଙ୍କ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି l ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଦୁଇ ଜଣ ସଦସ୍ୟା ମଧ୍ୟ କ୍ୟାମ୍ପ କୋର୍ଟରେ ଉପସ୍ଥିତ ଥିଲେ l

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:27.11.2019
Radhakanta Mohanty, Kendrapada
Slug-od_kpr_03_women commissioner_script_7204459
Anchor-ରାଜ୍ୟ ମହିଳା କମିଶନ ଙ୍କର ଏକ କ୍ଯାମ୍ପ କୋର୍ଟ କେନ୍ଦ୍ରାପଡ଼ା ଜିଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଜିଲା ର ବିଭିନ୍ନ ସ୍ଥାନରୁ ମୋଟ ୪୨ ଗୋଟି ମାମଲା କୋର୍ଟ ରେ ବିଚାର ପାଇଁ ପହଂଚିଥିଲା l ବିଶେଷ କରି ପାରିବାରିକ ହିଂସା ଓ ସ୍ଵାମୀ-ସ୍ତ୍ରୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଜନିତ ମାମଲା ର ଶୁଣାଣି ଏଠାରେ କରାଯାଇଥିଲା l ମହିଳା କମିସନ୍ ଅଧ୍ୟକ୍ଷା ମୀନତି ବେହେରା ଉପସ୍ଥିତ ରହି ବିଭିନ୍ନ ମାମଲାର ଶୁଣାଣି କରି ସମାଧାନ କରିଥିଲେ l ତେବେ କେତେକ ମାମଲlରେ ଉଭୟ ପକ୍ଷ ଙ୍କୁ ଧାର୍ଯ୍ୟ ସମୟ ପରେ ପୁନର୍ବାର କମିସନ୍ ଙ୍କ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି l ମହିଳା କମିସନ୍ ଅଧ୍ୟକ୍ଷା ଙ୍କ ସହ ଦୁଇ ଜଣ ସଦସ୍ୟା ମଧ୍ୟ କ୍ୟାମ୍ପ କୋର୍ଟ ରେ ଉପସ୍ଥିତ ଥିଲେ l
Byt-ମୀନତି ବେହେରା(ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା)Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.