ETV Bharat / state

ରାତି 11ଟାରୁ କେନ୍ଦ୍ରାପଡାରୁ ହଟିବ 144 ଧାରା - କେନ୍ଦ୍ରାପଡା ସହରରେ 144 ଧାରା

କେନ୍ଦ୍ରାପଡ଼ା ସହର ସମେତ ଏହା ସଂଲଗ୍ନ ଚାରୋଟି ପଞ୍ଚାୟତରୁ ଆଜି ରାତି 11ଟାରୁ ହଟିବ 144 ଧାରା । ପ୍ରେସ ବିଜ୍ଞପ୍ତି ଜାରିଆରେ ସୂଚନା ଦେଲେ ଜିଲ୍ଲାପାଳ ଅମ୍ରିତ ଋତୁରାଜ । ଅଧିକ ପଢନ୍ତୁ...

ରାତି 11ଟାରୁ କେନ୍ଦ୍ରାପଡାରୁ ହଟିବ 144 ଧାରା
ରାତି 11ଟାରୁ କେନ୍ଦ୍ରାପଡାରୁ ହଟିବ 144 ଧାରା
author img

By

Published : Jul 27, 2021, 9:22 PM IST

କେନ୍ଦ୍ରାପଡା: ସ୍ୱାଭାବିକ ହେବ କେନ୍ଦ୍ରାପଡ଼ା ସହର । ନିର୍ଦ୍ଧାରିତ ସମୟ ପୂର୍ବରୁ ସହର ସମେତ ଏହା ସଂଲଗ୍ନ ଚାରୋଟି ପଞ୍ଚାୟତରୁ ହଟିବ 144 ଧାରା । ଆଜି ରାତି 11ଟାରୁ 144 ଧାରା ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସୂଚନା ।

ରାତି 11ଟାରୁ କେନ୍ଦ୍ରାପଡାରୁ ହଟିବ 144 ଧାରା
ରାତି 11ଟାରୁ କେନ୍ଦ୍ରାପଡାରୁ ହଟିବ 144 ଧାରା

ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ପରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଶନିବାର ରାତି ୧୧ ରୁ ୩୦ ତାରିଖ ଦିନ ୧୧ ପର୍ଯ୍ୟନ୍ତ ମ୍ୟୁନିସିପାଲିଟି ଅଞ୍ଚଳ ସମେତ କପାଳେଶ୍ୱର, ଗୁଲୁନଗର, ଜମଧର ଓ ବାରିମୂଳ ପଞ୍ଚାୟତରେ ୧୪୪(୨)CRPC ଜାରି କରାଯାଇଥିଲା । ତେବେ ସହରର ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଥିବା ଓ ଆଇନଶୃଙ୍ଖଳା ପରିସ୍ଥିତି ନେଇ କୌଣସି ଆଶଙ୍କା ନଥିବା ଏସପି ରିପୋର୍ଟ ଦେଇଛନ୍ତି । ଏହାପରେ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଜି ରାତି ୧୧ରୁ ୧୪୪ ଧାରା କଟକଣାକୁ ଉଚ୍ଛେଦ କରିଛନ୍ତି ।

  • After reviewing the prevailing condition Section 144 of CrPC invoked in Kendrapara Municipality area and in other GPs are hereby revoked with effect from 11pm of 27.7.21. Thanks. pic.twitter.com/yYlSRJ8CEO

    — Collector Kendrapara🇮🇳 (@dmkendrapara) July 27, 2021 " class="align-text-top noRightClick twitterSection" data=" ">

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.