ETV Bharat / state

କୁଦାନଗରୀ ପୀଠରେ ହେବ ନାହିଁ ମାଘମେଳା, ୧୪୪ ଧାରା ଜାରି କଲେ ଉପ ଜିଲ୍ଲାପାଳ - କୁଦାନଗରୀ ପୀଠରେ ହେବନାହିଁ ମାଘମେଳା

ଚଳିତବର୍ଷ କୁଦାନଗରୀ ପୀଠରେ ହେବ ନାହିଁ ମାଘମେଳା। ଏନେଇ 144 ଧାରା ଜାରି କରିଛନ୍ତି କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କୁଦାନଗରୀ ପୀଠରେ ହେବନାହିଁ ମାଘମେଳା
କୁଦାନଗରୀ ପୀଠ କୁଦାନଗରୀ ପୀଠରେ ହେବନାହିଁ ମାଘମେଳାରେ ହେବନାହିଁ ମାଘମେଳା
author img

By

Published : Feb 18, 2021, 9:26 PM IST

କେନ୍ଦ୍ରାପଡା: ଚଳିତବର୍ଷ କୁଦାନଗରୀ ପୀଠରେ ହେବ ନାହିଁ ମାଘମେଳା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ଗୁରୁବାର ସନ୍ଧ୍ୟାରେ ମାଘମେଳା ଅନୁଷ୍ଠିତ ହେଉଥିବା ପାଟକୁରା ଥାନା କୁଦାନଗରୀ ଅଞ୍ଚଳ, ସୁକମୁନୀ ପରୀକ୍ଷିତ ଗାଦିପୀଠ, ଶିଶୁ ଅନନ୍ତ ଆଶ୍ରମ, ମେଳା ପଡିଆ, ଅରଖକୁଦ ପ୍ରାଥମିକ ବିଦ୍ୟାଳୟ ପଡିଆ, ଆକୁଳିବାବା ମଠ, କୁଦାନଗରୀ ନଦୀବନ୍ଧ ରାସ୍ତାରେ ଗୁରୁବାର ସନ୍ଧ୍ୟା ୬ଘଟିକା ଠାରୁ ୨୪ତାରିଖ ସକାଳ ୬ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛନ୍ତି ।

କୁଦାନଗରୀ ପୀଠରେ ହେବନାହିଁ ମାଘମେଳା
କୁଦାନଗରୀ ପୀଠରେ ହେବନାହିଁ ମାଘମେଳା

ଏନେଇ ସନ୍ଧ୍ୟାରେ ଉପ ଜିଲ୍ଲାପାଳ ଏକ ନିର୍ଦ୍ଦେଶାନାମା ପାଟକୁରା ଥାନା ଅଧିକାରୀଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି ।

କୁଦାନଗରୀ ପୀଠରେ ହେବନାହିଁ ମାଘମେଳା
କୁଦାନଗରୀ ପୀଠରେ ହେବନାହିଁ ମାଘମେଳା

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.