ETV Bharat / state

ପୁଣି ଫେରିଲା ଖରସ୍ରୋତା ତାତି: ଦୁଇଘଣ୍ଟିଆ କଟକ-ଚାନ୍ଦବାଲି ରାସ୍ତା ଅବରୋଧ - କେନ୍ଦ୍ରାପଡା ଖବର

କେନ୍ଦ୍ରାପଡା ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ । ରାଜରାସ୍ତାକୁ ଓହ୍ଲାଇଛନ୍ତି ସଂଗ୍ରାମ ସମିତି। ଅଧିକ ପଢନ୍ତୁ

ପୁଣି ଫେରିଲା ଖରସ୍ରୋତା ତାତି: ଦୁଇଘଣ୍ଟିଆ କଟକ-ଚାନ୍ଦବାଲି ରାସ୍ତା ଅବରୋଧ

author img

By

Published : Dec 25, 2021, 9:14 PM IST

Updated : Dec 25, 2021, 10:43 PM IST

କେନ୍ଦ୍ରାପଡା : ଜିଲ୍ଲା ବରୁଣାଡିଆ ଠାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟଜଳ ପ୍ରକଳ୍ପକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ସଂଗ୍ରାମ ସମିତି । ପ୍ରକଳ୍ପକାମ ବନ୍ଦ କରିବା ଦାବିରେ ଶତାଧିକ ସଂଗ୍ରାମ ସମିତିର ସଦସ୍ୟମାନେ ଏକାଠି ହୋଇ ୨ ଘଣ୍ଟିଆ କଟକ-ଚାନ୍ଦବାଲି ରାସ୍ତାର ଅଚ୍ୟୁତପୁର ଛକରେ ରାସ୍ତାରୋକ କରିଛନ୍ତି ।

ପୁଣି ଫେରିଲା ଖରସ୍ରୋତା ତାତି: ଦୁଇଘଣ୍ଟିଆ କଟକ-ଚାନ୍ଦବାଲି ରାସ୍ତା ଅବରୋଧ

ଶୁକ୍ରବାର ମଧ୍ୟ ୧ ଘଣ୍ଟା ପାଇଁ ରାସ୍ତାରୋକ କରାଯାଇଥିଲା । ପ୍ରକଳ୍ପ କାମ ବନ୍ଦ ନହେବା ଯାଏଁ ପ୍ରତିଦିନ ରାସ୍ତା ଅବରୋଧ କରାଯିବ ବୋଲି ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଖରସ୍ରୋତା ନଦୀରେ ପ୍ରକଳ୍ପ କାମ ନେଇଥିବା କମ୍ପାନୀ ଦ୍ରୁତ ଗତିରେ ପ୍ରକଳ୍ପ କାମ ଜାରି ରଖିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Dec 25, 2021, 10:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.