ETV Bharat / state

ବିଦ୍ୟୁତ୍‌ ପାଇଁ ରାସ୍ତାରୋକ, ଆଲୋଚନା ପରେ ହଟିଲା ଅବରୋଧ - road block

ବିଦ୍ୟୁତ ପାଇଁ ସୋମବାର ଅପରାହ୍ଣରେ ସଦର ଥାନାର ଦେପୁର ଓ ରଘୁନାଥପୁର ଗ୍ରାମର ବାସିନ୍ଦା କେନ୍ଦ୍ରାପଡା-ଗଣ୍ଡାକିଆ ରାସ୍ତାକୁ ଅବରୋଧ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 28, 2019, 2:15 AM IST

କେନ୍ଦ୍ରାପଡା: ବିଦ୍ୟୁତ ପାଇଁ ହୋହଲ୍ଲା । କାଳବୈଶାଖୀ ପ୍ରଭାବରେ ଗତ ଶନିବାର ଦିନ ବିଦ୍ୟୁତ୍‌ ଚାଲିଯିବା ପରେ ସଦର ଥାନାର ଦେପୁର ଓ ରଘୁନାଥପୁର ଗ୍ରାମକୁ ଆଉ ବିଦ୍ୟୁତ୍‌ ଯୋଗାଇ ଦିଆଯାଇନାହିଁ । ଯାହାର ପ୍ରତିବାଦ କରି ସୋମବାର ଅପରାହ୍ଣରେ ଦୁଇ ଗ୍ରାମର ବାସିନ୍ଦା କେନ୍ଦ୍ରାପଡା-ଗଣ୍ଡାକିଆ ରାସ୍ତାକୁ ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଅବରୋଧ ପରେ ଖବର ପାଇ ବିଭାଗୀୟ କାର୍ଯ୍ୟକର୍ତ୍ତା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଫଳରେ ରାସ୍ତାରୋକ ହଟିଥିବା ସୂଚନା ମିଳିଛି । ତେବେ ରାସ୍ତାରୋକ ସମୟରେ ଉଭୟ ପାର୍ଶ୍ବରେ ଅନେକ ଗାଡି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ଫନି ସମୟରେ ଏହି ଅଞ୍ଚଳକୁ 10 ଦିନ ପରେ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

HRHJR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.