ETV Bharat / state

50 କିଲୋ ଓଜନର ବିରଳ ପ୍ରଜାତିର ମାଛ ଉଦ୍ଧାର

author img

By

Published : Nov 23, 2020, 3:45 AM IST

କେନ୍ଦ୍ରାପଡା ଗୋବରୀ ନଦୀରୁ 6 ଫୁଟ ଲମ୍ବର ବିରଳ ପ୍ରଜାତିର ମାଛ ଉଦ୍ଧାର । ଯାହାର ଓଜନ ପ୍ରାୟ 50 କେଜି ହେବ । ଏହି ବିରଳ ମାଛକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

_rare fish found in gobari river of kendrapada
50 କିଲୋ ଓଜନର ବିରଳ ପ୍ରଜାତିର ମାଛ ଉଦ୍ଧାର

କେନ୍ଦ୍ରାପଡା: ଗୋବରୀ ନଦୀରୁ 50 କିଲୋ ଓଜନର ବିରଳ ପ୍ରଜାତିର ମାଛ ଉଦ୍ଧାର । କେନ୍ଦ୍ରାପଡା ସଦର ଥାନା ଗଙ୍ଗାରାମପୁର ପଞ୍ଚାୟତ କଇଁକୁଳା ଭେଡିସାହି ନିକଟ ଗୋବରୀ ନଦୀରୁ ବିରଳ ମାଛ ଉଦ୍ଧାର କରାଯାଇଛି ।

50 କିଲୋ ଓଜନର ବିରଳ ପ୍ରଜାତିର ମାଛ ଉଦ୍ଧାର

ଭେଡିସାହି ଗ୍ରାମର ଶରତ ସେଠୀ ଗତକାଲି ସନ୍ଧ୍ୟାରେ ମାଛ ମାରିବା ପାଇଁ ଭସା ଜାଲ ଗୋବରୀ ନଦୀରେ ଭସାଇଥିଲେ । ଏକ ବିରଳ ପ୍ରଜାତିର ବିଶାଳ ମାଛଟି ଶରତଙ୍କ ଜାଲରେ ପଡିଥିଲା । ଶରତ ଜାଲକୁ ଉଠାଇବା ସମୟରେ ବିରଳ ମାଛ ଦେଖି ଭୟଭୀତ ହୋଇଯାଇଥିଲେ । ପାଟିକରି ଆଖ ପାଖରେ ଥିବା ଲୋକ ମାନଙ୍କୁ ଡାକ ପକାଇବା ପରେ ଲୋକମାନେ ବିରଳ ମାଛଟିକୁ ଧରି ଭେଡିସାହି ଗାଁକୁ ଆଣିଥିଲେ । ଏହି ଅଦ୍ଭୁତ ମାଛଟିର ଲମ୍ବ ୬ ଫୁଟ ହୋଇଥିବା ବେଳେ ଏହାର ଓଜନ ୫୦ କିଲୋରୁ ଉର୍ଦ୍ଧ୍ବ ହେବା । ଏହି ମାଛଟିକୁ ଦେଖିବାକୁ ଆଖପାଖ ଗାଁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.