ETV Bharat / state

ମଣ୍ଡପ ବୁଲିଲେ, ଆଶୀର୍ବାଦ ନେଲେ ସାଂସଦ - ଅନୁଭବ ମହାନ୍ତି

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଭିନ୍ନ ଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନରେ ଆସି ଆଶୀର୍ବାଦ ଭିକ୍ଷା କରିବା ସହ ସାଧାରଣ ଲୋକଙ୍କ ସହ ମିଶିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା
author img

By

Published : Oct 19, 2019, 10:10 AM IST

କେନ୍ଦ୍ରାପଡ଼ା: ଦୁଲୁକୁଛି ସହର । ଲକ୍ଷ୍ମୀପୂଜା ପାଇଁ ସଜେଇ ହୋଇଛି ପୂଜା ମଣ୍ଡପ । ଆଉ ଏପଟେ ମଣ୍ଡପରେ ଜମୁଛି ରାଜନେତାଙ୍କ ଭିଡ଼। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ନେଇଛନ୍ତି।

ଭାଇଚାରାର ସହର କେନ୍ଦ୍ରାପଡ଼ାରେ ଗଣପର୍ବ ଲକ୍ଷ୍ମୀ ପୂଜାରେ ମଣ୍ଡପ ପରିଦର୍ଶନ କରିବା ତାଙ୍କ ପାଇଁ ସୌଭାଗ୍ୟ ବୋଲି କହିଛନ୍ତି ସାଂସଦ। କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ବୁଲିବା ଓ ଦେଖିବାର ସୁଯୋଗ ପାଇଥିବାରୁ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଆଶୀର୍ବାଦ ନେଲେ ସାଂସଦ

ଏହି ଗଣପର୍ବକୁ କିପର ଆହୁରି ବିକଶିତ କରାଯିବ, ଏଥିପାଇଁ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ଓ ମୁରବୀଙ୍କ ସହ ସେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ସେହିପରି ବିଜେପୁର କାହାର ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମାଆଙ୍କ ଆଶୀର୍ବାଦରୁ ବିଜେପୁର ନବୀନ ବାବୁଙ୍କର,ବିଜେଡିର ଏବଂ ରୀତା ମାଆଙ୍କର।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:19.10.2019
Radhakanta Mohanty, Kendrapada
Slug-od_kpr_02_politicial in puja mandap_7204459
Anchor-କେନ୍ଦ୍ରାପଡ଼ାର ଗଣପର୍ବ ଲକ୍ଷ୍ମୀପୂଜା ମଣ୍ଡପ ମାନଙ୍କରେ ରାଜନେତାଙ୍କ ଭିଡ଼।କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ବିଭିନ୍ନ ପୂଜା ମଣ୍ଡପ ବୁଲି ମା'ଙ୍କର ଆଶୀର୍ବାଦ ନେଉଛନ୍ତି।ଭାଇଚାରା ଓ ମୈତ୍ରୀର ସହର କେନ୍ଦ୍ରାପଡ଼ା ଜିଲ୍ଲାରେ ବିଭିନ୍ନ ଗୋଷ୍ଠୀ ଏହି ପୂଜାର ଆନନ୍ଦ ଉଥାଉଥିବା ଲକ୍ଷ୍ୟ କରିଛନ୍ତି ମାନ୍ୟବର ସାଂସଦ।ଏହା ତାଙ୍କ ସୌଭାଗ୍ୟ ଯେ ସେ କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ବୁଲିବା ଓ ଦେଖିବାର ସୁଯୋଗ ପାଇଛନ୍ତି, ଏହି ଗଣପର୍ବକୁ ଆହୁରି ବିକଶିତ କରାଯିବ, ଏଥିପାଇଁ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ଓ ମୁରବୀ ମାନଙ୍କ ସହ ସେ ଆଲୋଚନା କରି ନିଷ୍ପତ୍ତି ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ।ସେହିପରି ବିଜେପୁର କାହାର ବୋଲି ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ "ମା'ଙ୍କର ଆଶୀର୍ବାଦରୁ ବିଜେପୁର ନବୀନ ବାବୁଙ୍କର,ବିଜେଡିର ଓ ରୀତା ମା'ଙ୍କର"ବୋଲି କହିଛନ୍ତି।
Body:Byt-ଅନୁଭବ ମହାନ୍ତି(ସାଂସଦ,କେନ୍ଦ୍ରାପଡ଼ା)Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.