ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ - cyclone

ବସ୍ତିବାସିନ୍ଦା ତଥା ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିଛି ପ୍ରଶାସନ । ମାତ୍ର ସେଠାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : May 3, 2019, 2:15 PM IST

କେନ୍ଦ୍ରପଡା: ସାମୁଦ୍ରିକ ଝଡ ଫନି ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ବସ୍ତି ଅଞ୍ଚଳ ତଥା ତଳିଆ ଅଞ୍ଚଳ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ମାତ୍ର ସେଠାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଏହାର ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ଆମ ପ୍ରତିନିଧି ପହଁଚିଥିଲେ କେନ୍ଦ୍ରାପଡା ତୁଳସୀ ମହାବିଦ୍ୟାଳୟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ । କେନ୍ଦ୍ରାପଡା ମ୍ୟୁନିସିପାଲିଟିର ଦୁଇଟି ୱାର୍ଡର ଲୋକେ ଏଠାରେ ଆଶ୍ରୟ ନେଇଛନ୍ତି । ମାତ୍ର ଗତକାଲି ସଂଧ୍ୟାରୁ ଆସିଥିବା ଏହି ଲୋକମାନଙ୍କୁ କିଛି ଶୁଖିଲା ଖାଦ୍ୟ( କେବଳ ଚୁଡା ଓ ଗୁଡ ) ଛଡା ଅନ୍ୟ କିଛି ଯୋଗାଇ ଦିଆଯାଇ ନଥିବା ଅଭିଯୋଗ ହୋଇଛି ।

ମାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲା ସମୟରେ ଉପସ୍ଥିତ ଲୋକମାନେ କିଛି ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । ତେବେ ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ନୋଡାଲ ଅଫିସରଙ୍କ ନାଲି ଆଖି ଉପସ୍ଥିତ ଲୋକଙ୍କ ମୁହଁ ବନ୍ଦ କରିବାକୁ ବାଧ୍ୟ କରୁଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ghdfd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.