ETV Bharat / state

ରାତି ପାହିଲେ ମତଦାନ: ପାଟକୁରାରେ ମଡେଲ ବୁଥରେ କିପରି ଚାଲିଛି ପ୍ରସ୍ତୁତି, ଦେଖନ୍ତୁ ଭିଡିଓ - ପାଟକୁରାରେ ମଡେଲ ବୁଥ

ପାଟକୁରାରେ ନିର୍ବାଚନ ପାଇଁ 25ଟି ମଡେଲ ବୁଥ କରାଯାଇଛି । କିପରି ଚାଲିଛି ମତଦାନ ପାଇଁ ପ୍ରସ୍ତୁତି । ପ୍ରିଜାଇଡିଂ ଅଫିସର ଆମ ସମ୍ବାଦଦାତା କରିଥିଲେ ବିସ୍ତୃତ ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 19, 2019, 7:26 PM IST

କେନ୍ଦ୍ରାପଡା: ରାତି ପାହିଲେ ପାଟକୁରା ବିଧାନସଭା ଆସନ ପାଇଁ ପଡିବ ଭୋଟ । 10 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ମତଦାନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପାଟକୁରା ନିର୍ବାଚନମଣ୍ଡଳୀ । ମତଦାନ ପାଇଁ ଏଥର ପାଟକୁରାରେ 25ଟି ମଡେଲ ବୁଥ କରାଯାଇଛି । ସେଥିମଧ୍ୟରୁ ଗୁଆଲସିଂ ପଞ୍ଚାୟତରେ ରହିଥିବା 26ନଂ ବୁଥକୁ ମଡେଲ ବୁଥ ଭାବେ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ମଡେଲ ବୁଥରେ ଭୋଟିଂ ପାଇଁ କିପରି ଚାଲିଛି ପ୍ରସ୍ତୁତି । ଏନେଇ 26 ନଂ ବୁଥର ପ୍ରିଜାଇଡିଂ ଅଫିସରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.