ETV Bharat / state

କେନ୍ଦ୍ରାପଡ଼ାରେ ପଙ୍ଗପାଳ - kendrapada news

କେନ୍ଦ୍ରାପଡା ଜିଲ୍ଲାରେ ପଙ୍ଗପାଳ ! ଜିଲ୍ଲାରେ ମହାକାଳପଡ଼ା ପିତାପାଟ, ରାମନଗର ଓ ବତୀଘର ଅଞ୍ଚଳରେ ପଙ୍ଗପାଳ ଗୁଡିକ ଝିଣ୍ଟିକା ସଦୃଶ ଦେଖାଯାଉଥିବା ପଙ୍ଗପାଳ ଦେଖିବାକୁ ମିଳିଛି ।

pangapal-in-kendrapada
କେନ୍ଦ୍ରାପଡ଼ାରେ ପଙ୍ଗପାଳ
author img

By

Published : Jun 17, 2020, 2:55 AM IST

କେନ୍ଦ୍ରାପଡା: ଜିଲ୍ଲାରେ ପଙ୍ଗପାଳ ! କେନ୍ଦ୍ରାପୋଡା ଜିଲ୍ଲାର ବିଭାନ୍ନ ଅଞ୍ଚଳରେ ପଙ୍ଗପାଳ ଗୁଡିକ ବିଭିନ୍ନ ଗଛ ଗୁଡିକ ଦେଖିବାକୁ ମିଳିଛି । ଏଗୁଡିକ ପଙ୍ଗପାଳ ନା ଅନ୍ୟ କିଛି ତାହା ତଦନ୍ତ ପରେ ଜଣାପଡିବ।

କେନ୍ଦ୍ରାପଡ଼ାରେ ପଙ୍ଗପାଳ

କେନ୍ଦ୍ରାପଡା ଜିଲ୍ଲାରେ ମହାକାଳପଡ଼ା ପିତାପାଟ, ରାମନଗର ଓ ବତୀଘର ଅଞ୍ଚଳରେ ପଙ୍ଗପାଳ ଗୁଡିକ ଝିଣ୍ଟିକା ସଦୃଶ ଦେଖାଯାଉଥିବା ଏହି ପଙ୍ଗପାଳ ଗୁଡିକ ବିଭିନ୍ନ ଗଛ ଗୁଡିକ ଉପରେ ବସିରହି ପତ୍ର ଗୁଡିକୁ ଖାଇଦେଉଥିବା ଲକ୍ଷ୍ୟ କରାଯାଇଛି। ଏହି ପଙ୍ଗପାଳ ଗୁଡିକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିବା ବେଳେ ଏଗୁଡିକ ପଙ୍ଗପାଳ କି ନା ଏହାର ତଦନ୍ତ ପରେ ଜଣାପଡିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.