ETV Bharat / state

ହାଇୱା- ଟ୍ରକ ମୁହାଁମୁହିଁ, ଡ୍ରାଇଭର ମୃତ

author img

By

Published : Mar 31, 2019, 1:05 PM IST

ଅଳାଁବାଙ୍କ-ଦୁହୁରିଆ ନିକଟରେ ହାଇୱା- ଟ୍ରକ ମୁହାଁମୁହାଁ ହୋଇଛନ୍ତି। ଫଳରେ ଏଥିରେ ହାଇୱା ଡ୍ରାଇଭରର ମୃତ୍ୟୁ ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: 16(କ) ନମ୍ବର ଜାତୀୟ ରାଜପଥ ଅଳାଁବାଙ୍କ-ଦୁହୁରିଆ ନିକଟରେ ସଡକ ଦୁର୍ଘଟଣା। ଏକ ହାଇୱା ଓ ଦଶ ଚକିଆ ଟ୍ରକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହେବାରୁ ହାଇୱା ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକ ଡ୍ରାଇଭର ହେଲେ ବୌଦ୍ଧ ଜିଲ୍ଲା ବାଡିକଟା ଗ୍ରାମର ମୃତ୍ୟୁଞ୍ଜୟ ସେଠୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଗତ ଶନିବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ପରେ ଦୀର୍ଘ ସମୟ ଧରି ମୃତ୍ୟୁଞ୍ଜୟ ଟ୍ରକରେ ଫସି ରହିଥିଲେ। ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

HGFGHF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.