ETV Bharat / state

କାର-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

author img

By

Published : Mar 14, 2021, 10:30 AM IST

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ ମୂଳବସନ୍ତ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କାର ବାଇକ ମୁହାଁମୁହିଁ ଧକ୍କା,ଜଣ ମୃତ
କାର ବାଇକ ମୁହାଁମୁହିଁ ଧକ୍କା,ଜଣ ମୃତ

କେନ୍ଦ୍ରାପଡା: ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନ ଅନ୍ତର୍ଗତ ବଡ ମୂଳବସନ୍ତ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ କାର ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି ।

କାର ବାଇକ ମୁହାଁମୁହିଁ ଧକ୍କା,ଜଣ ମୃତ

ସୂଚନାନୁସାରେ, ଶନିବାର ସଂନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ମୂଳବସନ୍ତ ନିକଟରେ ଦୁଇ ବିପରୀତ ଦିଗରୁ ଆସୁଥିବା ବାଇକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ କଟରାମଲ ଗାଁର ବିଭୁତି ପରିଡା ।

ଦୁର୍ଘଟଣାରେ ଆହତ ହୋଇଥିବା କାର ଚାଳକ ଓ କାରରେ ବସିଥିବା ବ୍ୟକ୍ତିଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.