ETV Bharat / state

ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ - Lightening death

କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଆଗପଡା ଗାଁରେ ମହେଶ୍ବର ବାରିକ ନାମକ ଜଣେ ଚାଷୀ ବ୍ରଜଘାତ ଯୋଗୁଁ ମୃତ୍ୟୁ ଘଟିଛି ।

Breaking News
author img

By

Published : Oct 4, 2020, 9:58 PM IST

କେନ୍ଦ୍ରାପଡ଼ା: ବଜ୍ରାଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ । କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ଆଗପଡା ଗାଁରେ ଏହି ଘଟଣା ଘଟିଛି । ମୃତ ଚାଷୀ ଜଣଙ୍କ ହେଲେ ମହେଶ୍ବର ବାରିକ ।

ଆଜି(ରବିବାର) ଅପରାହ୍ନରେ ମହେଶ୍ବର ବିଲରୁ ଘାସ ଧରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା । ଫଳରେ ସେ ଗାଁ ରାସ୍ତାରେ ହିଁ ମହେଶ୍ବର ଟଳିପଡିଥିଲେ। ମହେଶ୍ବର ଜଣେ ସ୍ବଳ୍ପଭାଷୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.