ETV Bharat / state

Casteist Remarks Case: ଦଳିତ ମହିଳାଙ୍କୁ ଜାତିଆଣ ଆକ୍ଷେପ ମାମଲାରେ 2 ଅଭିଯୁକ୍ତଙ୍କୁ କାରାଦଣ୍ଡ - କେନ୍ଦ୍ରାପଡା ଜାତିଆଣ ମାମଲା ଖବର

ଏକ ଜାତିଆଣ ଆକ୍ଷେପ ଘଟଣାରେ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ସ୍ପେଶାଲ ଜଜ୍ । ଘଟଣାର ଦୁଇ ଅଭିଯୁକ୍ତକୁ 6 ମାସ କାରାଦଣ୍ଡ ଦଣ୍ଡିତ କଲେ କୋର୍ଟ । ଅଧିକ ପଢନ୍ତୁ

Casteist Remarks Case: ଦଳିତ ମହିଳାଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କାରାଦଣ୍ଡ

author img

By

Published : Dec 14, 2021, 9:44 AM IST

କେନ୍ଦ୍ରାପଡା: ଏକ ଜାତିଆଣ ଆକ୍ଷେପ ଘଟଣାରେ ଦୋଷୀଙ୍କୁ ଦଣ୍ଡାଦେଶ ଶୁଣାଇଲେ କେନ୍ଦ୍ରାପଡା ସ୍ପେଶାଲ ଜଜ୍ । ଅଭିଯୋଗ ଅନୁଯାୟୀ, 2013 ମେ 31 ତାରିଖ ସନ୍ଧ୍ୟାରେ ପାଟକୁରା ଥାନା ଅନ୍ତର୍ଗତ ମିନତୀ ବେହେରା ନାମ୍ନୀ ଜଣେ ଦଳିତ ମହିଳାଙ୍କୁ ବିଜୟ କେତନ ଖୁଣ୍ଟିଆ ଓ ତୃପ୍ତିମୟୀ ଖୁଣ୍ଟିଆ ନାମଧାରୀ ଦମ୍ପତି ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏନେଇ ପାଟକୁରା ଥାନାରେ 131/2013 ରେ ମାମଲା ରୁଜୁ କରାଯାଇ 341,323,294,506/34 IPC ଓ 3(1)(x)SC ST prevention of attrocity actରେ ମକଦ୍ଦମା କରାଯାଇଥିଲା ।

Casteist Remarks Case: ଦଳିତ ମହିଳାଙ୍କୁ ଜାତିଆଣ ଆକ୍ଷେପ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କାରାଦଣ୍ଡ

ଏହି ଘଟଣାରେ ମୋଟ 6 ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇ ଅଭିଯୁକ୍ତ ଦ୍ବୟଙ୍କୁ 6 ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଘଟଣାର 8 ବର୍ଷ ପରେ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରାଯାଇଥିବା ଏସସି,ଏସଟି ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.