ETV Bharat / state

ଜିଲ୍ଲାପାଳଙ୍କ ଅଚାନକ କଲେଜ ଗସ୍ତ, କଲେ ଦାବିପତ୍ରର ତଦନ୍ତ - ଅଚାନକ ମହାବିଦ୍ୟାଳୟ ପରିଦର୍ଶନ

ମଙ୍ଗଳବାର ଜିଲ୍ଳାପାଳ ସମର୍ଥ ବର୍ମା ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ କରିଥିବା ଦାବିର ତଦନ୍ତ କରିଥିଲେ । ଅଧିକ ପଢନ୍ତୁ ...

ଜିଲ୍ଲାପାଳଙ୍କ ଅଚାନକ କଲେଜ ଗସ୍ତ, କଲେ ଦାବି ପତ୍ରର ତଦନ୍ତ
author img

By

Published : Nov 20, 2019, 4:21 AM IST

କେନ୍ଦ୍ରାପଡା: ମହାକାଳପଡ଼ା ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା । ଅଚାନକ କଲେଜ ଗସ୍ତ କରି ପଚାରି ବୁଝିଲେ ସମସ୍ୟା ।

ତେବେ ଗତ 7 ତାରିଖ ଦିନ ମହାବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ନଥିବା, ପାନୀୟ ଜଳ ସମସ୍ୟା, ମହାବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ, ସ୍ଥାୟୀ ବାଉଣ୍ଡ୍ରି, ହଷ୍ଟେଲ ନିର୍ମାଣ ଆଦି ଦାବିନେଇ 8ଜଣ ଛାତ୍ରଛାତ୍ରୀ ଦୀର୍ଘ 25କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ଜିଲ୍ଲାପାଳଙ୍କ ଅଚାନକ କଲେଜ ଗସ୍ତ, କଲେ ଦାବି ପତ୍ରର ତଦନ୍ତ

ମଙ୍ଗଳବାର ଜିଲ୍ଳାପାଳ ସମର୍ଥ ବର୍ମା ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ କରିଥିବା ଦାବିର ତଦନ୍ତ କରିଥିଲେ । ପରେ ଅଧ୍ୟକ୍ଷ, ଅଧ୍ୟାପକଙ୍କ ସହ ଆଲୋଚନା କରିବା ସହ ମହାବିଦ୍ୟାଳୟର ସମସ୍ୟା ଗୁଡିକ କିପରି ଶୀଘ୍ର ସମାଧାନ ହୋଇପାରିବ ସେନେଇ ତତ୍ପରତା ପ୍ରକାଶ କରିଥିଲେ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:19.11.2019
Radhakanta Mohanty, Kendrapada
Slug-od_kpr_05_collector visit_script_7204459
Anchor-ମହାକାଳପଡ଼ା ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା।ଗତ 7 ତାରିଖ ଦିନ ମହାବିଦ୍ୟାଳୟରେ ସାଇକେଲ ଷ୍ଟାଣ୍ଡ ନଥିବା,ପାନୀୟ ଜଳ ସମସ୍ୟା, ମହାବିଦ୍ୟାଳୟ ଜମି ଜବରଦଖଲ ଉଚ୍ଛେଦ, ସ୍ଥାୟୀ ବାଉଣ୍ଡାରୀ,ହଷ୍ଟେଲ ନିର୍ମାଣ ଆଦି ଦାବିନେଇ 8ଜଣ ଛାତ୍ରଛାତ୍ରୀ ଦୀର୍ଘ 25କିମି ପଦଯାତ୍ରା କରି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।ଆଜି(19.11.2019) ଜିଲ୍ଳାପାଳ ସମର୍ଥ ବର୍ମା ଅଚାନକ ମହାବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନେ କରିଥିବା ଦାବିର ତଦନ୍ତ କରି ଅଧ୍ୟକ୍ଷ, ଅଧ୍ୟାପକ ମାନଙ୍କ ସହ ଆଲୋଚନା କରିବା ସହ ମହାବିଦ୍ୟାଳୟର ସମସ୍ୟା ଗୁଡିକ କିପରି ଶୀଘ୍ର ସମାଧାନ ହୋଇପାରିବ ସେନେଇ ତତ୍ପରତା ପ୍ରକାଶ କରିଥିଲେ।Body:2Conclusion:3
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.