ETV Bharat / state

ଘୂର୍ଣ୍ଣଝଡରେ ଉଡିଗଲା ଛାତ; ଜୀବନ ନେଲା ବଜ୍ରାଘାତ

author img

By

Published : Apr 19, 2021, 10:54 AM IST

କେନ୍ଦ୍ରାପଡାରେ କାଳବୈଶାଖୀର ତାଣ୍ଡବଲୀଳା । ମହାକାଳପଡା ବ୍ଲକର 4 ଟି ପଞ୍ଚାୟତରେ ବ୍ୟାପକ ନଷ୍ଟ କଲା ଘୂର୍ଣ୍ଣିଝଡ । ବଜ୍ରାଘାତରେ ଗଲା ଜଣଙ୍କ ଜୀବନ । ଅଧିକ ପଢନ୍ତୁ...

ଘୂର୍ଣ୍ଣଝଡରେ ଉଡିଗଲା ଛାତ; ଜୀବନ ନେଲା ବଜ୍ରାଘାତ
ଘୂର୍ଣ୍ଣଝଡରେ ଉଡିଗଲା ଛାତ; ଜୀବନ ନେଲା ବଜ୍ରାଘାତ

କେନ୍ଦ୍ରାପଡା: କାଳବୈଶାଖୀର ତାଣ୍ଡବ ଲୀଳାରେ କ୍ଷତିଗ୍ରସ୍ତ କେନ୍ଦ୍ରାପଡା ଜିଲ୍ଲା। ଗତକାଲି ମହାକାଳପଡା ବ୍ଲକର 4 ଟି ପଞ୍ଚାୟତରେ ବ୍ୟାପକ ନଷ୍ଟ ହୋଇଛି । ଦେଉଳପଡା, ଅଳାଇଲୋ, ରାଜଗଡ, ମହାକାଳପଡା ପଞ୍ଚାୟତରେ ନଡାଛପର ଘର ଉଡାଇ ନେବା ସହ ଘର ଉପରୁ ଆଜବେଷ୍ଟସ ଉଡାଇ ନେଇଛି । ବିରାଟ ବିରାଟ ଗଛ ଉପୁଡି ପରି ରାସ୍ତା ଅବରୋଧ କରିଛି । ବିଦ୍ୟୁତ ଖୁଣ୍ଟିଗୁଡିକ ଭାଙ୍ଗି ରାସ୍ତାରେ ପଡିବାରୁ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ ହୋଇଛି।

ଅନ୍ୟପଟେ, କାଳବୈଶାଖୀର ବଜ୍ରାଘାତରେ ମହାକାଳପଡା ଥାନା ଅନ୍ତର୍ଗତ ବେତବଲାରୀ ଗାଁରେ ଜଣେ ଯୁବକର ମୃତ୍ୟୁ ହୋଇଛି । ମୃତକ 26 ବର୍ଷିୟ ନନ୍ଦଲାଲ ମଣ୍ଡଳ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.