ETV Bharat / state

ବିଜୁ ବାବୁଙ୍କ ଗଡରେ ବିଗ ଫାଇଟ୍ - CUTTACK

ନିର୍ବାଚନ ନେଇ ଦଳ ମୋ ଉପରେ ଆସ୍ଥା ରଖିଛି । ଯାହାକୁ ମୁଁ କେବେ ବି କ୍ଷୂର୍ଣ୍ଣ କରିବିନି ବୋଲି କହିଛନ୍ତି କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, କଟକ
author img

By

Published : Mar 29, 2019, 6:50 PM IST

କଟକ: କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ ଗଡ଼ । ଯେଉଁଠି ଲୋକମାନେ ବିଜୁ ବାବୁଙ୍କ ସେବା ଆଉ ଆଦର୍ଶରେ ବେଶ ଅନୁପ୍ରାଣିତ। ସେଠାରୁ ହିଁ ମୁଁ ନିର୍ବାଚନ ଲଢ଼ିବାକୁ ଯାଉଛି । ଆଉ ଦଳ ମଧ୍ୟ ମୋ ଉପରେ ଆସ୍ଥା ରଖିଛି । ଯାହାକୁ ମୁଁ କେବେ ବି କ୍ଷୂର୍ଣ୍ଣ କରିବିନି ବୋଲି କହିଛନ୍ତି କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କଟକ

ବିଜୁ ପଟ୍ଟନାୟକ ସର୍ବଦା ଲୋକମାନଙ୍କ ସହ ରହିଥିଲେ ଆଉ ଆଜି ବି ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡା ବାସୀଙ୍କ ପାଇଁ ସେହି ବିକାଶ ମୂଳକ କାମ କରିଆସୁଛନ୍ତି । ଆଉ ଏହି କାମକୁ ତ୍ବରାନିତ କରିବା ଦାୟିତ୍ବ ମୋ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।। ଯାହାକୁ ମୁଁ ସସମ୍ମାନେ ନିର୍ବାହ କରିବି ବୋଲି କହିଛନ୍ତି ଅନୁଭବ।

କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ହେବ ହେଭିୱେଟ ଫାଇଟ । ଯେଉଁଥିରେ ମୁହାଁମୁହିଁ ହେବେ 3 ପ୍ରମୁଖ ଦଳ । ବିଜେଡିରୁ ଅନୁଭବ ମହାନ୍ତି, ବିଜେପିରୁ ବୈଜୟନ୍ତ ପଣ୍ଡା ଓ କଂଗ୍ରେସରୁ ଧରଣୀଧର ନାୟକଙ୍କ ମଧ୍ୟରେ ହେବ ମହା ଲଢେଇ ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Intro:Body:

କଟକ: କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ ଗଡ଼ । ଯେଉଁଠି ଲୋକମାନେ ବିଜୁ ବାବୁଙ୍କ ସେବା ଆଉ ଆଦର୍ଶରେ ବେଶ ଅନୁପ୍ରାଣିତ। ସେଠାରୁ ହିଁ ମୁଁ ନିର୍ବାଚନ ଲଢ଼ିବାକୁ ଯାଉଛି । ଆଉ ଦଳ ମଧ୍ୟ ମୋ ଉପରେ ଆସ୍ଥା ରଖିଛି । ଯାହାକୁ ମୁଁ କେବେ ବି କ୍ଷୂର୍ଣ୍ଣ କରିବନି ବୋଲି କହିଛନ୍ତି କେନ୍ଦ୍ରାପଡା ବିଜେଡି ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

ବିଜୁ ପଟ୍ଟନାୟକ ସର୍ବଦା ଲୋକମାନଙ୍କ ସହ ରହିଥିଲେ ଆଉ ଆଜି ବି ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରାପଡା ବାସୀଙ୍କ ପାଇଁ ସେହି ବିକାଶ ମୂଳକ କାମ କରିଆସୁଛନ୍ତି । ଆଉ ଏହି କାମକୁ ତ୍ବରାନିତ କରିବା ଦାୟିତ୍ବ ମୋ ଉପରେ ନ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।। ଯାହାକୁ ମୁଁ ସସମ୍ମାନେ ନିର୍ବାହ କରିବି ବୋଲି କହିଛନ୍ତି ଅନୁଭବ। 

କେନ୍ଦ୍ରାପଡା ଲୋକସଭା ନିର୍ବାଚନରେ ହେବ ହେଭିୱେଟ ଫାଇଟ । ଯେଉଁଥିରେ ମୁହାଁମୁହିଁ ହେବେ 3 ପ୍ରମୁଖ ଦଳ । ବିଜେଡିରୁ ଅନୁଭବ ମହାନ୍ତି, ବିଜେପିରୁ ବୈଜୟନ୍ତ ପଣ୍ଡା ଓ କଂଗ୍ରେସରୁ ଧରଣୀଧର ନାୟକଙ୍କ ମଧ୍ୟରେ ହେବ ମହା ଲଢେଇ । 

କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.