ETV Bharat / state

5 ଦିନିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ଜି.ବାବୁ

5 ଦିନିଆ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ଜି.ବାବୁ । ଠିକାଦାର ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାରେ ତାକୁ ରିମାଣ୍ଡରେ ନେଇଛି STF ।

author img

By

Published : Jun 24, 2019, 8:14 PM IST

ଫାଇଲ ଫଟୋ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ସୟଦ ଆସ୍ପାକ ଓରଫ ଜି.ବାବୁକୁ 5 ଦିନିଆ ରିମାଣ୍ଡରେ ନେଲା ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ(STF) । ଠିକାଦାର ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାରେ 7 ଦିନର ରିମାଣ୍ଡ ଆବେଦନ କରିଥିଲା STF । ହେଲେ କେନ୍ଦ୍ରାପଡା SDJM କୋର୍ଟ 5 ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ।

ଗତ ଜୁନ 22ରେ STF GR କେଶ ନଂ-୧୦୦୫/୧୮ ଓ ୮୫୫/୧୮ ନଂରେ ମାମଲାରେ ରିମାଣ୍ଡ ଆବେଦନ କରିଥିଲା । ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାର ଅଭିଯୁକ୍ତ ଜି.ବାବୁ । ତେବେ ରିମାଣ୍ଡ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୋଲିସକୁ ମିଳିବାର ଆଶା କରାଯାଉଛି । ଠିକାଦାରଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାର ପୁରା କାହାଣୀ ସାମ୍ନାକୁ ଆଣିବାକୁ ପ୍ରୟାସ କରିବ STF ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:24.06.2019
Radhakanta Mohanty,Kendrapada(Breaking)
Anchor-ଗ୍ୟାଙ୍ଗଷ୍ଟାର ଟିଟୋର ଭାଇ ଜି.ବାବୁ@ସୟଦ ଆସ୍ପାକ କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କେନ୍ଦ୍ରାପଡ଼ା SDJM କୋର୍ଟରେ ଆବେଦନ କଲା STF।STF କେଶ ନଂ ୧୨/୧୮ ମାମଲାରେ ରିମାଣ୍ଡ ଆବେଦନ କଲା STF।୭ ଦିନ ବଦଳରେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ମାନ୍ୟବର SDJM ଅନୁମତି ଦେଲେ।ଠିକାଦାର ଶିବପ୍ରସାଦ ପରିଡାଙ୍କୁ ଅପହରଣ ଓ ହତ୍ୟା ଧମକ ଘଟଣାରେ ରିମାଣ୍ଡ ନେଲା STF।STF GR କେଶ ନଂ-୧୦୦୫/୧୮ ଓ ୮୫୫/୧୮ ନଂରେ ମାମଲାରେ ଗତ ୨୨ଜୁନରେ ରିମାଣ୍ଡ ଆବେଦନ କରିଥିଲା STFBody:BreakingConclusion:Breaking

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.